Showing posts with label Odia Tips. Show all posts
Showing posts with label Odia Tips. Show all posts

Friday, 29 January 2021

ବିନା ମେଡିସିନରେ ଅଧିକ ସମୟ ପର୍ଯ୍ୟନ୍ତ କିପରି ସେକ୍ସ୍ କରିପାରିବେ। ଜାଣନ୍ତୁ ଉପାୟ

 


ସାଧାରଣତଃ ପ୍ରତ୍ୟେକ ଲୋକଙ୍କୁ ସେକ୍ସ୍ କରିବାକୁ ଭଲ ଲାଗିଥାଏ | ମାତ୍ର ସମସ୍ତେ ଏହାର ମଜା ନେଇପାରିନଥାନ୍ତି।କାରଣ ଏହାକୁ ଅଧିକ ସମୟ ଧରି ସମସ୍ତେ କରିପାରନ୍ତି ନାହିଁ।ଫଳରେ ସେମାନେ ପରିହାସର ପତ୍ର5 ହେଇଥାନ୍ତି।ଏହାସ ସହ ସେମାନେ ନିଜର ସହଯୋଗୀଙ୍କୁ ମଧ୍ୟ ଖୁସି କରେଇପାରନ୍ତିନାହିଁ।ତେଣୁ ଆସନ୍ତୁ ଜାଣିବା କିପରି ଏହି ସମୟକୁ ଆପଣ ବଢ଼େଇ ପାରିବେ।


ଆପଣ ପ୍ରତ୍ୟେକଦିନ ଦୁଇଟି ଲେଖାଏଁ ରସୁଣ ଖାଆନ୍ତୁ।ସାଧାରଣତଃ ରସୁଣରେ ବିଭିନ୍ନ ପ୍ରକାରର ଭିଟାମିନ୍ ଥାଏ, ଯେପରିକି ଭିଟାମିନ୍ ଏ,ସି,ବି-୧୬ ଆଦି ଥାଏ।ଏହାସହ ଏଥିରେ ଏଲିସିନ୍ ନାମକ ଏକ ପଦାର୍ଥ ଥାଏ ଯାହା ଆପଣଙ୍କ ଶରୀରର ହରମୋନ୍ ଶକ୍ତିକୁ ବଢ଼େଇଥାଏ।ଏହା ଫଳରେ ଆପଣ ଅଧିକରୁ ଅଧିକ ସମୟ ପର୍ଯ୍ୟନ୍ତ ସେକ୍ସ୍ କରିପାରିବେ।ଆପଣମାନେ ମହୁଲ ଫଳ ବିଷୟରେ ତା ଜାଣିଥିବେ।ଏଥିରେ ଅନେକ ଭିଟାମିନ୍ ମଧ୍ୟ ରହିଛି ଯାହା ସେକ୍ସ୍ ପାଇଁ ନିତାନ୍ତ ଜରୁରୀ।ଆପଣ ତିନି କିମ୍ବା ଚାରୋଟି ମହୁଲ ଫଳ ଆଣି ତାହାକୁ ଗରମ ଖୀରରେ ପକେଇ ଫୁଟେଇ ଦେବେ।ସନ୍ଧ୍ୟାରେ ଅଥବା ସେକ୍ସ୍ କରିବାର ଦୁଇଘଣ୍ଟା ପୂର୍ବରୁ ପିଇଲେ ଏହା ଅନେକ ମାତ୍ର ଫଳପ୍ରଦ ହେବ।ଏହା ସହିତ ଯଦି ଆପଣଙ୍କୁ ଥକ୍କା ଲାଗୁଛି ତେବେ ଆପଣ କଦଳୀ ଖାଇଦେବେ।ଏହାଦ୍ବାରା ଆପଣଙ୍କୁ ଅନେକ ଶକ୍ତି ମିଳିଯିବ।ନଚେତ୍ ଆପଣ ସେକ୍ସ୍ କରିବା ପୂର୍ବରୁ ଦୁଇ ଗ୍ଲାସ ପାଣି ମଧ୍ୟ ପିଇପାରିବେ।ଏ ସମସ୍ତ ଉପରୋକ୍ତ ପଦାର୍ଥ ଖାଇବା ଦ୍ୱାରା ଆପଣଙ୍କ ସେକ୍ସ ସମ୍ପର୍କିତ ଅନେକ ସମସ୍ୟାର ସମାଧାନ ହେଇଯିବ।


ତେଣୁ ସେକ୍ସ୍ କରିବା ପୂର୍ବରୁ ପ୍ରଥମେ ମାନସିକ ଏକାଗ୍ରତା ଆଣନ୍ତୁ।ମାନସିକ ସ୍ଥିରତା ଆଣନ୍ତୁ।ଏହି କ୍ରିୟା କରିବା ସମୟରେ କେବେ ମଧ୍ୟ ତରତର ହୁଅନ୍ତୁ ନାହିଁ।ଆପଣ ଯଦି ଅଧିକ ସମୟ ପାଇଁ ଏହି କାର୍ଯ୍ୟ କରିବାକୁ ଚାଂହୁଛନ୍ତି ତେବେ ପ୍ରଥମେ ଆପଣଙ୍କ ସହଯୋଗୀଙ୍କୁ ଉତ୍ସାହିତ କରାନ୍ତୁ।ତାଂକର ବାହ୍ୟ ଅଂଗ ଗୁଡିକୁ ଉପଭୋଗ କରନ୍ତୁ।ସେ ଉତ୍ସାହିତ ହେଇସାରିଲା ପରେ ଆପଣ ଏହି କ୍ରିୟା ଆରମ୍ଭ କରନ୍ତୁ।ଆପଣ ୧୫ ରୁ ୨୦ ମିନଟ କିମ୍ୱା ୩୦ ରୁ ୧ ଘଣ୍ଟା କରିବା ପାଇଁ ଯୋଜନା କରନ୍ତୁ।



ଏହା ସହ ଆପଣ ଏହି କ୍ରିୟା କରିବା ସମୟରେ ୧ ରୁ ୫୦୦ ଯାଏ ଗଣନ୍ତୁ।ଗଣିବା ସମୟରେ ୧ ରୁ ୨୫ ଯାଏଁ ଗଣିସାରିବା ପରେ କିଛି ସମୟ ସମୟ ପାଇଁ ରହିଯିବେ।ପୁଣି ଆରମ୍ଭ କରିବେ।ଏହି ପରି ଭାବେ ଆପଣ ଅନେକ ସମୟ ଧରି ଏହି କ୍ରିୟା କରିପାରିବେ।ଏହା ଅତ୍ୟନ୍ତ ସରଳ ଉପାୟ।ଆପଣ ସମସ୍ତେ ଏହା କାର୍ଯ୍ୟକାରୀ କରନ୍ତୁ।ଫଳରେ ଆପଣଙ୍କ ସେକ୍ସୁଆଲ୍ ରିଲେସନସିପ ମଧ୍ୟ ଭଲ ରହିବ।ଆପଣମଧ୍ୟ ଅତ୍ୟନ୍ତ ଆନନ୍ଦର ସହ ସମୟ ଅତିବାହିତ କରିବେ।


ଆମେ ଆପଣଙ୍କ ପାଖକୁ ଏମିତି ନୂଆ ନୂଆ ବିଷୟ ବସ୍ତୁ ନେଇକି ଆସୁ। ଆମ ସହିତ ଯୋଡି ହେଇ ରୁହନ୍ତୁ ଏବଂ ଆମର ଆର୍ଟିକିଲ ଭଲ ଲାଗିଲେ ଲାଇକ ଏବଂ ସେୟାର କରିବା ପାଇଁ ଜମା ବି ଭୁଲିବେ ନାହିଁ। ନିଜର ମୂଲ୍ୟବାନ ସମୟ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ।


ଏହି ବୟସ ରେ ମହିଳା ମାନେ ଅଧିକ ରୋମାଣ୍ଟିକ ହୋଇଥାନ୍ତି !

 


ଏକ କୋଠରୀ ବିନା ବୈବାହିକ ଜୀବନ ଅଧା ଅଟେ ଏବଂ ବିବାହ ଜୀବ ର କିଛି ମାନେ ନଥାଏ ଏକ କୋଠରୀ ବିନା । ଏକ ନିର୍ଦିଷ୍ଟ ସମୟ ଅତିବାହିତ ହେଲା ପରେ ଜୀବନ ଶୈଳିରେ କିଛି ଟା ପରିବର୍ତନ ଘଟିଥାଏ , ଯାହାକି ମହିଳା ମାନଙ୍କ ପାଖରେ ଅଧିକ ପରିମାଣ ରେ ଦେଖା ଯାଏ । ବୟସ ର ପରବର୍ତ୍ତୀ ରେ ପହଞ୍ଚିଲା ପରେ ମହିଳା ମାନଙ୍କର ପସନ୍ଦ,ରୂପ ,ହାବଭାବ ବଦଳି ଥିବାର ଦେଖା ଦେଇଥାଏ । ଏମିତି ରେ ମହିଳା ରୋମାଣ୍ଚିକ ବାବଦରେ ଲାଜ କୁଳା ହୋଇଥାନ୍ତି । ଏଥି ପାଇଁ ସେମାନେ ରୋମାଣ୍ଚିକ ବିଷୟ ରେ ଖୋଲା ଖୋଲି ଭାବରେ କଥା କହି ନଥାନ୍ତି କିନ୍ତୁ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛି କି କେଉଁ ବୟସ ରେ ମହିଳା ମାନେ ଅଧିକ ରୋମାଣ୍ଟିକ ହୋଇଥାନ୍ତି ।



ଏମିତି ରେ ମହିଳା ମାନେ ଟ୍ରିପୁଲ ବିଷୟ ରେ ଖୋଲା ଖୋଲି ଭାବେ କଥା କହି ନଥାନ୍ତି । ଏଥି ପାଇଁ ଜାଣିବା କଷ୍ଟ କର ହୋଇ ପଡିଥାଏ କି କେବେ ସେମାନେ କେବେ ରୋମାଣ୍ଟିକ ଅନୁଭବ କରିଥାଆନ୍ତି । ପରନ୍ତୁ ଏକ ଗ୍ରନ୍ଥ ଅନୁସାରେ ଜଣା ଯାଉଛି କି ମହିଳା ମାନଙ୍କର 30 ରୁ 35 ବୟସ ମଧ୍ୟ ରେ ସେମାନେ ଅଧିକ ରୋମାଣ୍ଟିକ୍ ହୋଇଥାନ୍ତି । ମହିଳା ମାନେ 30 ରୁ 35 ବୟସ ରେ ସେମାନେ ସମ୍ବନ୍ଧ ରଖିବାକୁ ଅଧିକ ପସନ୍ଦ କରିଥାନ୍ତି । 20 ରୁ 25 ବୟସ ମଧ୍ୟ ରେ ଝିଅ ପିଲା ମାନେ ଅଧିକ ସୁନ୍ଦର ହୋଇଥାଆନ୍ତି ତେଣୁ ସେମାନେ ତାଙ୍କର ସୁନ୍ଦରତା କୁ ନେଇ ଅଧିକ ଦେଖେଇ ହୋଇଥାନ୍ତି ।



ଏଥି ପାଇଁ ସେମାନେ ନିଜକୁ ଅଧିକ ସୁନ୍ଦର ଦେଖେଇବା ପାଇଁ ତାଙ୍କର ସୁନ୍ଦରତା ପ୍ରତି ଅଧିକ ଧ୍ୟ୍ୟାନ ଦେଇଥାନ୍ତି କିନ୍ତୁ 27 ବର୍ଷ ବୟସ ପରେ ସେମାନେ ବିବାହ କରି ତାଙ୍କର ଲାଇଫ ସେଟେଲ୍ କରିବାକୁ ଚାହାଁନ୍ତି ।ଏହି ବୟସ ରେ ସେମାନେ ତାଙ୍କ ପାଇଁ ଉପଯୁକ୍ତ ଏବଂ ହେମ୍ଡସମ୍ ଲାିଫ ପାର୍ଟନର ତାଙ୍କର କଂଗନା କରିବାକୁ ଚାହାଁନ୍ତି । ଏହି ବୟସ ରେ ମହିଳା ମାନେ ବିବାହ କରିବା କୁ ବାଇଲୋଜିକାଲି ଇଚ୍ଛା ପ୍ରକାଶ କରିଥାନ୍ତି ଏବଂ ଇମୋସନାଲି ସବୁବେଳେ ସେମାନେ ଭଲ ରେ ରୁହନ୍ତି ।


Thursday, 28 January 2021

ଜାଣନ୍ତୁ ଶିଶୁର ରଙ୍ଗ ଗୋରା କରିବା ପାଇଁ ମହିଳା ମାନଙ୍କୁ କଣ କରିବା ଉଚିତ ?

 


ବନ୍ଧୁଗଣ ଏହି ଦୁନିଆର ସମସ୍ତ ଶିଶୁ ମାନଙ୍କର ଭିନ୍ନ ଭିନ୍ନ ରଙ୍ଗ ହୋଇଥାଏ । ହେଲେ ସମସ୍ତ ମହିଳା ଚାହିଁଥାନ୍ତି ଯେ ତାଙ୍କ ଶିଶୁ ରଙ୍ଗ ସଫା ହୋଇଥାଉ । ବନ୍ଧୁଗଣ ସାଧାରଣତଃ ସମସ୍ତଙ୍କ ଶରୀରରେ ମେଲାଳୀନ ନାମକ ଗୋଟେ କେମିକାଲ ଥାଏ ଯାହା ଆମ ଶରୀରର ରଙ୍ଗକୁ ନିର୍ଧାରଣ କରିଥାଏ । ବନ୍ଧୁଗଣ ଯେଉନମାନଙ୍କ ଶରୀରରେ ମେଲାଳୀନର ମାତ୍ରା ଅଧିକ ଥିବ ସେମାନଙ୍କ ଶରୀରର ରଙ୍ଗ କଳା ହୋଇଥାଏ ଏବଂ ଯେଉଁ ମାନଙ୍କ ଶରୀରରେ କମ ମେଲାଳୀନ ଥିବ ସେମାନଙ୍କ ରଙ୍ଗ ଗୋରା ହୋଇଥାଏ । ତେଣୁ ବନ୍ଧୁଗଣ ଗୋଟେ ଶିଶୁର ରଙ୍ଗ ମଧ୍ୟ ଏହି ମେଲାଳୀନ ଉପରେ ନିର୍ଭର ହୋଇଥାଏ ।



ଏହା ବ୍ଯତୀତ ମା ଓ ବାପାଙ୍କର ରଙ୍ଗ ମଧ୍ୟ ଶିଶୁ ରଙ୍ଗରେ ବହୁତ ପ୍ରଭାବ ପକାଇଥାଏ । ସାଧାରଣତଃ ଯେଉଁ ମା ବାପାଙ୍କ ରଙ୍ଗ ଅଳ୍ପ ସଫା ହୋଇଥାଏ ସେମାନଙ୍କ ଶିଶୁର ରଙ୍ଗ ସଫା ହୋଇଥାଏ । ଠିକ ସେହିପରି ଅଧିକାଂଶ କେସରେ ଯେଉଁ ବାପା ମାଙ୍କ ରଙ୍ଗ ଅଳ୍ପ ସାବେନା ରହିଥାଏ ସେମାନଙ୍କ ଶିଶୁର ରଙ୍ଗ ମଧ୍ୟ ସାବେନା କିମ୍ବା କଳା ହୋଇଥାଏ ।


ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଅବଲମ୍ବନ କରି ଆପଣ ନିଜ ଶିଶୁର ରଙ୍ଗକୁ ସଫା କରାଇପାରିବେ । ସାଧାରଣତଃ ମହିଳା ମାନେ ନିଜ ପ୍ରେଗ୍ନେନ୍ସି ସମୟରେ ଏପରି କିଛି କାମ କରିବା ଉଚିତ ଯାହା ଦ୍ଵାରା ତାଙ୍କ ଶିଶୁର ରଙ୍ଗ ଗୋରା ହୋଇପାରିବ ଓ ଆଜିଆମେ ଆପଣ ମାନଙ୍କୁ ସେହି ସମସ୍ତ କାମ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।



୧. ସାଧାରଣତଃ ମହିଳା ମାନେ ପ୍ରେଗ୍ନେନ୍ସି ସମୟରେ ଏପରି କିଛି ଖାଦ୍ୟର ସେବନ କରନ୍ତୁ ଯେଉଁଥିରେ ଭିଟାମିନ A,C ଓ E ଥିବ । କାରଣ ବନ୍ଧୁଗଣ ଏହି ତିନୋଟି ଭିଟାମିନ ଆମ ଶରୀରରେ ମେଲାଳୀନର ମାତ୍ରାକୁ କମ କରିବାରେ ସହାୟକ ହୋଇଥାଏ । ଯାହାଫଳରେ ଆପଣଙ୍କ ଶିଶୁର ନିଶ୍ଚୟ ସଫା ହେବ ।


୨. ବନ୍ଧୁଗଣ ମହିଳା ମାନେ ନିଜ ପ୍ରେଗ୍ନେନ୍ସି ସମୟରେ ଅଧିକ ମାତ୍ରାରେ ବାଦାମ, କିଶିମିଷ, କେସର କ୍ଷୀର ଓ ସମସ୍ତ ପ୍ରାକାରର ଫଳର ସେବନ କରନ୍ତୁ । ଏହା ସହିତ ଆପଣ ସମସ୍ତ ପ୍ରକାରର ପନିପରିବାର ସେବନ ନିଶ୍ଚୟ କରନ୍ତୁ । ହେଲେ ବନ୍ଧୁଗଣ ଆପଣ ମାନେ ଧ୍ୟାନ ରଖନ୍ତୁ ଯେଉଁ ଫଳର ରଙ୍ଗ ହଳଦିଆ ହୋଇଥିବ ତାକୁ ଅଧିକ ସେବନ କରିବା ପାଇଁ ଚେଷ୍ଟା କରନ୍ତୁ । କାରଣ ବନ୍ଧୁଗଣ ଏହି ଫଳରେ ଭିଟାମିନ C ଅଧିକ ମାତ୍ରାରେ ଥାଏ ଯାହା ଆମ ଶରୀରର ରଙ୍ଗକୁ ସଫା କରିବାରେ ଅଧିକ ଲାଭଦାୟକ ହୋଇଥାଏ ।



୩. ବନ୍ଧୁଗଣ ମହିଳା ମାନଙ୍କୁ ପ୍ରେଗ୍ନେନ୍ସି  ସମୟରେ କେଶର ଯୁକ୍ତ କ୍ଷୀରର ସେବନ କରିବା ନିହାତି ଆବଶ୍ୟକ । ବନ୍ଧୁଗଣ କେଶର କ୍ଷୀରରେ ଅଧିକ ମାତ୍ରାରେ ଏନ୍ଟି- ଆକ୍ସିଡେଣ୍ଟ, ଭିଟାମିନ C ଓ A ମଧ୍ୟ ଅଛି । ଯଦି ମହିଳା ମାନେ ନିଜ ପ୍ରେଗ୍ନେନ୍ସି ସମୟରେ କେଶର ଯୁକ୍ତ କ୍ଷୀରର ସେବନ କରିବେ ତା ହେଲେ ତାଙ୍କ ଶିଶୁର ରଙ୍ଗ ନିଶ୍ଚୟ ସଫା ହେବ ।


ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ


Sunday, 24 January 2021

ବ୍ୟବହାର କରନ୍ତୁ, ଲମ୍ବା ସମୟ ଧରି ଖଟରେ ସ୍ତ୍ରୀ ସହ ରହି ପାରିବେ



ଶାରୀରିକ ଦୁର୍ବଳତା ହେତୁ ସମ୍ପର୍କ ଗଢିବାବେଳେ ପୁରୁଷମାନଙ୍କୁ ମଧ୍ୟ ଲଜ୍ଜାର ସମ୍ମୁଖୀନ ହେବାକୁ ପଡେ | ସେଥିପାଇଁ ଆଜି ଆମେ ଆପଣଙ୍କୁ ଏପରି ଘରୋଇ ଔଷଧ ବିଷୟରେ କହିବାକୁ ଯାଉଛୁ | ଏହାକୁ 3 ରୁ 4 ସପ୍ତାହ ପର୍ଯ୍ୟନ୍ତ କ୍ରମାଗତ ଭାବରେ ବ୍ୟବହାର କରି, ଆପଣଙ୍କର ଶାରୀରିକ ଦୁର୍ବଳତାର ସମସ୍ୟା ମୂଳରୁ ଦୂର ହୋଇଯିବ | ଏହି ରେସିପି ବ୍ୟବହାର କରିବାକୁ, ଆପଣଙ୍କୁ କେବଳ 2 ଟି ଜିନିଷ ଦରକାର |


ସେହି ଦୁଇଟି ଜିନିଷ ହେଉଛି ମହିଷୀ କ୍ଷୀର ଏବଂ ଇସାବାଗଲ୍ ହସ୍କ | ଇସାବାଗଲ୍ ମିଠା, ଥଣ୍ଡା, ପୁଷ୍ଟିକର ଏବଂ ସ୍ୱାଦରେ ଷ୍ଟିକ୍ | ମହିଷୀ କ୍ଷୀରରେ ପ୍ରତ୍ୟେକ ଉପାଦାନ ଥାଏ ଯାହାକି ଜଣେ ବ୍ୟକ୍ତିଙ୍କ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ମହିଷୀ କ୍ଷୀରରେ ଭିଟାମିନ୍, ଫସଫରସ୍, କ୍ୟାଲସିୟମ୍, ପ୍ରୋଟିନ୍ ଏବଂ ପୋଟାସିୟମ୍ ଭଳି ଅନେକ ଗୁଣ ରହିଛି | ଇସାବଗୋଲ ହେଉଛି ଏକ ଉଦ୍ଭିଦ ଯାହା ପାରସ୍ୟରେ ଭରପୂର ଅଟେ | ଆଇସୋବଗୋଲର ବାରମ୍ବାର ବ୍ୟବହାର ପୁରୁଷମାନଙ୍କର ପୁରୁଷ ଶକ୍ତି ବୃଦ୍ଧି କରିଥାଏ | ଏଥିପାଇଁ ଆପଣଙ୍କୁ କେବଳ କ୍ଷୀର ସହିତ ଏକ ଚାମଚ ଇସାବାଗଲ୍ ହସ୍କ ନେବା |

ପ୍ରତ୍ୟେକ ବ୍ୟକ୍ତି ମନେ ରଖିବା ଉଚିତ୍ ଯେ 3 ରୁ 4 ଦିନ ମଧ୍ୟରେ କୌଣସି ଜିନିଷର ଲାଭ ନାହିଁ, କିନ୍ତୁ କେବଳ କ୍ରମାଗତ ଭାବରେ କିଛି ବ୍ୟବହାର କରି ସେହି ଜିନିଷର ଲାଭ ଜଣାଶୁଣା | ସେଥିପାଇଁ ଏହାକୁ ଅତି କମରେ 20 ରୁ 25 ଦିନ ପର୍ଯ୍ୟନ୍ତ ଖାଇବା ଉଚିତ୍ | ଯାହାଦ୍ୱାରା ଆପଣ ଏଥିରୁ ଉପକୃତ ହୋଇପାରିବେ | ଯଦି ଆପଣ ସମ୍ବାଦ ପସନ୍ଦ କରନ୍ତି, ତେବେ ଦୟାକରି ନିମ୍ନରେ ଥିବା ହଳଦିଆ ବଟନ୍ ଉପରେ ଥରେ କ୍ଲିକ୍ କରନ୍ତୁ | ଯଦି ଆପଣ ଏହି ଖବର ପସନ୍ଦ କରନ୍ତି, ତେବେ ଦୟାକରି ତଳେ ଥିବା ହଳଦିଆ ବଟନ୍ ଉପରେ ଥରେ କ୍ଲିକ୍ କରନ୍ତୁ |

ଯଦି ଆପଣ ଶାରୀରିକ ଦୁର୍ବଳତା କିମ୍ବା ଆପଣଙ୍କ ସମସ୍ୟା ବିଷୟରେ କିଛି ପଚାରିବାକୁ ଚାହାଁନ୍ତି, ତେବେ ଆପଣ ନିମ୍ନରେ ଥିବା ଅନୁସରଣ ବଟନ୍ ରେ ଆପଣଙ୍କର ସମସ୍ୟା ବିଷୟରେ ଆମକୁ ପଚାରିପାରିବେ, ଆମେ ଯଥାଶୀଘ୍ର ଆପଣଙ୍କ ସମସ୍ୟାର ଉତ୍ତର ଦେବାକୁ ଚେଷ୍ଟା କରିବୁ ଏବଂ ଆମେ ଆଶା କରୁ | ଆମର ରିପୋର୍ଟ ହୋଇଥିବା ଖବରରୁ ଆପଣ ନିଶ୍ଚିତ ଭାବରେ ଉପକୃତ ହେବେ |

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ


Saturday, 23 January 2021

ଆପଣ ଠକାମୀରେ ପଡ଼ି ପାରନ୍ତି - fastag ଆମେ କେମିତି କିଣିବା ଏବଂ କେଉଁଠୁ କିଣିବା ।

 


ପ୍ରଥମେ ଆପଣଙ୍କୁ ଆମେ ସ୍ବାଗତ କରୁଛୁ । ଆମେ ଆଜି ଆପଣଙ୍କୁ ଏଭଳି ଏକ ଖବର ଜଣେଇବୁ ଯାହା ଯଦି ଆପଣ ଚାରି ଚକିଆ ଯାନ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଏହି ଖବର ଅତି ଜରୁରୀ ଓ ଆବଶ୍ୟକ । 


ଭାରତ ସରକାର ଏବେ ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି ଯେଉଁ ନିୟମ କି ଯଦି ଆପଣ ପାଳନ ନକରିବେ ତେବେ ଆପଣ ଆପଣଙ୍କ ଗାଡ଼ିର ଇନ୍ସୁରାନସ୍ କରି ପାରିବେ ନାହିଁ ଏବଂ ଯଦି ଆପଣଙ୍କର ଇନ୍ସୁରାନସ୍ ଅଛି କିନ୍ତୁ ଦୁର୍ଘଟଣା ହେଲେ କ୍ଲେମ୍ କରି ପାରିବେ ନାହିଁ । ଠିକ୍ ସେମିତି ଯଦି ଆପଣଙ୍କ ଗାଡ଼ି କମର୍ସିଆଲ ଅଛି ତେବେ ଗାଡ଼ିର ଫିଟନେସ କରିପାରିବେ ନାହିଁ ।

ଆପଣଙ୍କର ଯଦି ଚାରି ଚକିଆ ଯାନ ଅଛି ତେବେ ଆପଣଙ୍କର fastag କିଣିବା ଜରୁରୀ ଅଟେ । 
କିନ୍ତୁ ଆପଣ ଯଦି ସଠିକ୍ ଜାଗାରୁ କିଣୁ ନାହାନ୍ତି ତେବେ ଠକାମୀରେ ପଡ଼ି ପାରନ୍ତି ।

ଆଜି ଆମେ ଜାଣିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କର fastag ଆମେ କେମିତି କିଣିବା ଏବଂ କେଉଁଠୁ କିଣିବା । 

ବଜାରରେ ଅନେକ ଲୋକ ଏବଂ ଅନେକ ଜାଗାରେ ଆପଣଙ୍କୁ ଷ୍ଟେଟ୍ ବ୍ୟାଙ୍କର fastag ମିଳିବ କିନ୍ତୁ ସେସବୁ ଜାଗାରୁ କିଣିବା ଦ୍ଵାରା ଆପଣ ଠକାମୀରେ ପଡ଼ି ପାରନ୍ତି କାରଣ ତାହା ନକଲି ହୋଇଥାଇ ପାରେ କିମ୍ବା ତାହା ଆପଣଙ୍କ ଗାଡ଼ି ସହିତ ଲିଙ୍କ୍ ନଥାଇ ପାରେ । 

ତେଣୁ ଆପଣ ଯଦି sbi fastag କିଣିବାକୁ ଚାହୁଛନ୍ତି ତେବେ ପ୍ରଥମେ sbi fastag ଅଫିସିଆଲ୍ ସାଇଟ୍ କୁ ଯାଆନ୍ତୁ ।

https://fastag.onlinesbi.com


ଉପରେ ଲେଖାଥିବା pos/agent locations କୁ କ୍ଲିକ୍ କରନ୍ତୁ ।


ତାପରେ ଡାହାଣ ପଟେ search ଜାଗାରେ ନିଜ ରାଜ୍ୟର ନାମ କିମ୍ବା ଜିଲ୍ଲାର ନାମ ଲେଖନ୍ତୁ ।



ଏବେ ଦେଖିବେ ସମସ୍ତ ଏଜେନ୍ଟ ମାନଙ୍କର ଲିଷ୍ଟ ଆପଣଙ୍କ ସାମ୍ନାକୁ ଆସିଯିବ । 

ତାହା ଭିତରୁ ଆପଣଙ୍କ ନିକଟସ୍ଥ ଏଜେନ୍ଟଙ୍କ ସହିତ ଯୋଗାଯୋଗ କରି ଆପଣ ନିଜ ଗାଡ଼ି ପାଇଁ fastag କିଣି ପାରିବେ । 


ଆଶା କରୁଛୁ ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଥିବ । ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସୁଛି ତେବେ ଲାଇକ୍ ଓ ସେୟାର ନିଶ୍ଚୟ କରିବେ ।

ସନ୍ଧ୍ୟା ସମୟରେ ଏହି ସ୍ଥାନରେ ଜାଳନ୍ତୁ ଦୀପ ଆଉ ଦେଖନ୍ତୁ ଏହାର ସୁପ୍ରଭାବ।

 ସନ୍ଧ୍ୟାରେ ଆମ ସମସ୍ତଙ୍କ ଘରେ ଦୀପ ଲଗା ହେଉଥିବ ଏହି ଦୀପର ବହୁତ ମହତ୍ୱ ରହୁଛି।ଆଉ ଏହା ଭଗବାଙ୍କ ଉଦ୍ଦେଶ୍ୟରେ ଲଗାଯାଏ।ଯାହାଫଳରେ ଦେବା ଦେବୀ ପ୍ରସନ୍ନ ହୁଅନ୍ତି।ଆଉ ଆମ ଉପରେ କୃପା ଦୃଷ୍ଟି ବନେଇ ରଖନ୍ତି।ଆଉ ଏହି ସମୟରେ ଥିବା ଆସୁରିକ ଶକ୍ତି ଓ ଖରାପ ପ୍ରଭାବ ସବୁ ଆମ ଘରକୁ ପ୍ରବେଶ କରି ପାରି ନଥାଏ।ଯାହାଦ୍ୱାରା ଆମ ପରିବାର ଗଣଙ୍କ ଭାଗ୍ୟ ସବୁ ସୁଖ ଓ ଶାନ୍ତି ଓ ସଂବୃଦ୍ଧିରେ ଭରିଯାଏ।ଆଉ ଆମକୁ ସବୁଦିନ ସନ୍ଧ୍ୟା ସମୟରେ ଦୀପ ଜାଳି ଭଗବାନଙ୍କ ଆଳତି କରିବା ଆବଶ୍ୟକ ହୋଇଥାଏ।


ଆଜି ଆମେ ଜାଣିବା ସନ୍ଧ୍ୟା ସମୟରେ କିପରି ଗୋଟେ ଦୀପ ଜାଳିବା ଦ୍ୱାରା ଆପଣ ନିଜର ସବୁ ସମସ୍ୟାର ସମାଧାନ କରି ପାରିବେ।ଆଜି ଆମେ ଜାଣିବା କିପରି କେଉଁ ଦୀପ ଜାଳିବା ଦ୍ୱାରା ଆମ ଘରେ ସୁଖ ଓ ସଂବୃଦ୍ଧି ବୃଦ୍ଧି ହୋଇଥାଏ ଆଜି ଆମେ ସେ ବିଷୟରେ ଜାଣିବା।ସେଥିପାଇଁ ଆମକୁ ବିଶେଷ କିଛି ଉପାୟ କରିବାକୁ ପଡିବ ଯେମିତି ଆପଣ ଘରର ମୁଖ୍ୟ ଦ୍ୱାରା ସମ୍ନା ପାଖରେ ୨ ପାର୍ଶ୍ଵରେ ୨ ଟି ଦିପ ଜାଳିବାକୁ ପଡିବ ଆଉ ସେ ଦୀପ ଘିଅ ଦୀପ ହେଇଥିବ ଆଵଶ୍ୟକ ଆଉ ଏହି ଉପାୟକୁ କାର୍ଯ୍ୟ କାରୀ ସନ୍ଧ୍ୟା ସମୟରେ କରିବାକୁ ଚେଷ୍ଟା କରିବେ।ଏହା କରିବା ଦ୍ୱାରା ଘରେ ସକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ।ଆଉ ଘରକୁ ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ଓ ଆମକୁ ପଇସାର କୌଣସି ଅଭାବ ରହିନଥାଏ।

ପୁରାଣ ମାନଙ୍କ ରେ ଏହାର ମାହାତ୍ମ୍ୟ ବିଷୟରେ ବର୍ଣ୍ଣିତ ରହିଛି ଓ ଘର ଅଗଣାରେ ଗୋଟେ ତୁଳସୀ ଗଛ ରହିବ ନିହାତି ଆବଶ୍ୟକ ଅଟେ କାରଣ ଏ ତୁଳସୀ ଗଛ ଆମ ଘରକୁ ବିଭିନ୍ନ ପ୍ରକାରର ନକାରାତ୍ମକ ଉର୍ଯା ଓ ନକାରାତ୍ମକ ଶକ୍ତିରୁ ରକ୍ଷା କରିଥାଏ।ଆଉ ଏହି ଗଛକୁ ଆମେ ମା ବୃନ୍ଦାବତୀ ଭାବରେ ପୂଜା କରିଥାଉ।ଆମେ ସବୁ ଦିନ ସନ୍ଧ୍ୟା ସମୟରେ ତୁଳସୀ ଗଛ ମୂଳରେ ସୋରିଷ ତେଲର ଦୀପ ଜାଳିବା ନିହାତି ଆବଶ୍ୟକ ହୋଇଥାଏ।ଆଉ ଏହା କରିବା ଦ୍ୱାରା ମା ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁଙ୍କ କୃପା ଆମକୁ ମିଳିଥାଏ।

ଘରେ ଥିବା ଅନ୍ଧକାର ଓ ବିଭିନ୍ନ ପ୍ରକାରର ନକାରାତ୍ମକ ଉର୍ଯାକୁ ଦୁର କରିବା ପାଇଁ ଆପଣ ରାଶି ତେଲର ଦିପ ଘରେ ଜାଲିବା ଆଵଶ୍ୟକ ହୋଇଥାଏ।ଆପଣ ଏହି ଦୀପକୁ ଘରର ଛାତ ଉପରେ ଜାଳି ପାରିବେ।ଯଦି ଆପଣଙ୍କ ଗ୍ରହ ଚଳନ ରେ କିଛି ଅସୁବିଧା ଥାଏ ତାହେଲେ ଆପଣ ରାହୁ,କେତୁ ଗ୍ରହମାନଙ୍କ ଖରାପ ପ୍ରଭାବ ଆପଣଙ୍କ ଉପରେ ପଡିଥାଏ ତାହେଲେ ଆପଣ ନିଜ ଘର ପାଖରେ ଥିବା ଓସ୍ତ ଗଛ ମୂଳରେ ଦିପ ଜାଳିବା ଆଵଶ୍ୟକ ହୋଇଥାଏ।ଆପଣ ଦୀପ ଜାଳିବା ବେଳେ ଏତିକି ଧ୍ୟାନ ଦେବେ ରବିବାର ଦିନ ଏହି ଦୀପ ଜାଳିବେ ନାହିଁ କାରଣ ରବିବାର ଦିନ ଓସ୍ତ ଗଛର ପୂଜା କରିବା ଉଚିତ ନୁହେଁ।ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।


ରାତିରେ କେତେଟା ପରେ ଶାରୀରିକ ସମ୍ପର୍କ ରଖିବା ଅନୁଚିତ Advise for Sex

 

ଆପଣମାନଙ୍କୁ ଆମର ଏହି  ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଆପଣମାନେ ସର୍ବଦା ଶାସ୍ତ୍ରକୁ ବିଶ୍ୱାସ କରୁଥିବେ ନିଶ୍ଚୟ। ଶାସ୍ତ୍ର ଅନୁସାରେ ଅନେକ କାଯ୍ୟ କୁ ଖରାପ ବା ଭଲ ତାହା ଦର୍ଶାଯାଉଛି ଓ ପ୍ରତ୍ୟେକ ଭୁଲ କାମ କୁ କିପରି ଭଲ କରାଯାଇପାରିବ ଏହାର ଉପାୟ ମଧ୍ୟ କୁହା ଯାଇଛି।ଯଦି ଆମେ ଏହି ସବୁ ମନା କରାଯାଇଥିବା କାଯ୍ୟ କରିବା ଆମେ ବହୁତ ଅଶୁବିଧାରେ ନିଶ୍ଚୟ ପଡିବା।ଆପଣମାନେ ଜାଣିଥିବା ଜୀବନରେ ଶାରୀରିକ ସମ୍ପର୍କ କେତେ ଆବଶ୍ୟକ।ଏକ ବିବାହିତ ଦମ୍ପତିଙ୍କ ପାଇଁ ଯୌନ କ୍ରିୟା କରିବା ବହୁତ ଆବଶ୍ୟକ।



ଏହା ଦ୍ୱାରା ସେମାନେ ଅନେକ ଚିନ୍ତା ରୁ ମୁକ୍ତି ପାଇଥାନ୍ତି ଓ ମାନସିକ ଓ ଶାରୀରିକ ସୁଖ ପାଇଥାନ୍ତି।କୌଣସି ଲୋକର ଯେବେ ବିବାହ ହୋଇଥାଏ ସେ ଚାହେଁ ତା ବୈବାହିତ ଜୀବନ ଭଲରେ କଟୁ।କିନ୍ତୁ ଆଜି ଆମେ କହିବାକୁ ଯାଉଛୁ ରାତିରେ କେତେଟା ବାଜିବା ପରେ ଶାରୀରିକ ସମ୍ପର୍କ ରଖିବା ଅନୁଚିତ ଓ କେଉଁ ସମୟ ଶାରୀରିକ ସମ୍ପର୍କ ରଖିବା ପାଇଁ ଉପଯୁକ୍ତ।ତେବେ ଆସନ୍ତୁ ଏହା ବିଷୟରେ ଜାଣିବା।ସମସ୍ତ ସ୍ୱାମୀ ଓ ସ୍ତ୍ରୀକୁ ଏହିକଥା ଜଣାଥିବା ଆବଶ୍ୟକ।ଆଜିକାଲି ଶାସ୍ତ୍ରରେ ଆପଣ ଅନେକ କଥା ଶୁଣିଥିବେ ସେଥିରେ ବ୍ୟକ୍ତିଙ୍କ ଜୀବନ ବିଷୟରେ ଅନେକ କଥା ବର୍ଣ୍ଣିତ ଅଛି।ଯେଉଁବ୍ୟକ୍ତି ଏହାକୁ ମାନିଥାଏ ସେକେବେବି ଅଶୁବିଧାରେ ପଡିନଥାରଏ।

ଆଜିଆମେ ଜାଣିବା କଣ ପାଇଁ ରାତି ୧୨ ଟାପରେ ଶାରୀରିକ ସମ୍ପର୍କ ରଖିବା ଅନୁଚିତ।ଶାସ୍ତ୍ରରେ ସମସ୍ତ କାଯ୍ୟ କରିବାପାଇଁ ଏକ ସମୟ ରହିଛି।ଶାସ୍ତ୍ରରେ ରାତି ୧୨ଟା ପରେ ଶାରୀରିକ ସମ୍ପର୍କ ନରଖିବାକୁ କୁହାଯାଇଛି।କାରଣ ରାତି ୧୨ଟା ପରେ ଦ୍ୱିତୀୟ ଦିନର ଆରମ୍ଭ ହୋଇଯାଇଥାଏ।ଓ ଏହା ବ୍ରହ୍ମ ମୃହୁତର ଠିକ ପୂର୍ବ ସମୟ ଅଟେ।ଏହି ସମୟରେ ମନୁଷ୍ୟର ଆଧ୍ୟାତ୍ମିକତା ଶକ୍ତି ଜାଗ୍ରତ ହୋଇଥାଏ।ତେଣୁ ରାତି ୧ ଟା ପରେ ବ୍ରହ୍ମ ମୃହୁତ ଆରମ୍ଭ ହୋଇଥାଏ।ଏହି ସମୟ ଭଗବାନଙ୍କର ଆରାଧନାର ସମୟ ଅଟେ।

ଏହି ସମୟରେ କୌଣସି ନୂତନ ଯୋଜନାକରିବା ଉଚିତ।କିନ୍ତୁ ଶାସ୍ତ୍ରରେ ରାତି ୧୨ଟା ପରେ ଶାରୀରିକ ସମ୍ପର୍କ ନରଖିବାକୁ ବାରଣ କରାଯାଇଛି।ତେଣୁ ଏହି ସମୟରେ ଦମ୍ପତି ଶାରୀରିକ ସମ୍ପର୍କ ରଖିବା ଉଚିତନୁହେଁ।ଏହାକୁ ନମାନିବା ଦ୍ଵାରା ମଣିଷର ଖରାପ ସମୟ ଆସିଥାଏ।ଏବଂ ତାଙ୍କର ସନ୍ତାନ ଉପରେ ମଧ୍ୟ କୁପ୍ରଭାଵ ପଡିଥାଏ।କିନ୍ତୁ ଶାରୀରିକ ସମ୍ପର୍କ ରଖିବା ପାଇଁ ସକାଳ ୩ଟାର ପୂର୍ବ ସମୟ ଉଅଯୁକ୍ତ ଅଟେ।ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।


ମହିଳାଙ୍କ ସ୍ତନରୁ ଜାଣନ୍ତୁ ଏହିସବୁ ଲକ୍ଷଣ।

 ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଯେତେବେଳେ ଜଣେ ପୁରୁଷ ଜଣେ ମହିଳାଙ୍କୁ ଦେଖେ ସେତେ ବେଳେ ତାଙ୍କର ପ୍ରଥମ ଦୃଶ୍ୟ ମହିଳାଙ୍କ ଛାତି ଆଡକୁ ଥାଏ କିନ୍ତୁ ଆପଣ ଜାଣନ୍ତି କି ଛାତି ଦ୍ୱାରା ମହିଳାମାନେ ସେମାନଙ୍କର ପ୍ରକୃତି ବିଷୟରେ ଚିହ୍ନିପାରିବେ ହଁ, ମହାସାଗର ଅନୁଯାୟୀ, ମହିଳାମାନଙ୍କ ଛାତି ସେମାନଙ୍କ ବିଷୟରେ ବହୁତ କିଛି କହିଥାଏ ତାହା ହେଉଛି, ଆପଣ ସେମାନଙ୍କ ଛାତି ଦେଖି ମହିଳାଙ୍କ ପ୍ରକୃତି ବିଷୟରେ ଜାଣିପାରିବେ ତେବେ ଆସନ୍ତୁ ଜାଣିବା ମହିଳାଙ୍କ ଛାତିର ସ୍ତନର ଲକ୍ଷଣ ବିଷୟରେ ଜାଣିବା।

ଛାତିରେ ହାଲୁକା କେଶ ଅଛି ଯେଉଁ ମହିଳାଙ୍କର ଛାତିରେ ହାଲୁକା କେଶ ଥାଏ, ସେ ଅନେକ ପୁରୁଷଙ୍କ ସହିତ ଆନନ୍ଦିତ ହୁଅନ୍ତି ଏହିପରି ମହିଳାମାନେ ନିଜ ପରିବାର ଏବଂ ସ୍ୱାମୀଙ୍କୁ ନିୟନ୍ତ୍ରଣ କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ। ଏହା ମିଥ୍ୟା କହିବାରେ ମଧ୍ୟ ପାରଦର୍ଶୀ ସେମାନଙ୍କର ଦୃଶ୍ୟ ଉପରେ ଅଧିକ ବିଶ୍ୱାସ ଅଛି। ଛାତି ଉଚ୍ଚ ଏବଂ ଶକ୍ତିଶାଳୀ ହେଲେ ଜଣେ ମହିଳା ଯାହାର ଛାତି ଉଚ୍ଚ ଏବଂ ଶକ୍ତିଶାଳୀ, ସେ ଅନେକ ପ୍ରକାରର ଭୋଗ ଉପଭୋଗ କରିବାକୁ ଯାଉଛନ୍ତି ଏବଂ ଧନ ଏବଂ ପରିପୂର୍ଣ୍ଣତାରେ ପରିପୂର୍ଣ୍ଣ ଏହିପରି ମହିଳାମାନେ ନିଜ ସ୍ୱାମୀଙ୍କୁ ଆନନ୍ଦ ଦିଅନ୍ତିସେ ସାମାଜିକ କାର୍ଯ୍ୟରେ ମଧ୍ୟ ଆଗ୍ରହୀ।

ଯଦି ଛାତିର ସ୍ତନ ଅଣ୍ଡା ଆକାରରେ ଥାଏ ଯଦି ଜଣେ ମହିଳାଙ୍କ ଛାତିର ଆକୃତି ଓଭାଲ୍ ଥାଏ, ତେବେ ପ୍ରେମ ବିଷୟରେ ମଧ୍ୟ ମହିଳା ଜଣକ ଅତ୍ୟନ୍ତ ସଚ୍ଚୋଟ ଅଟନ୍ତି ଏପରି ପତ୍ନୀ ତାଙ୍କ ସ୍ୱାମୀଙ୍କୁ ବହୁତ ଭଲ ପାଆନ୍ତି। ଛାତି କମ୍ ଏବଂ ସ୍ତନ ଝୁଲୁଛି ଯଦି ଜଣେ ମହିଳାଙ୍କ ଛାତି କମ୍ ଏବଂ ସ୍ତନ ଝୁଲୁଥାଏ, ତେବେ ମହିଳା ଯେଉଁ ପରିବାରକୁ ଯାଆନ୍ତି ସେହି ପରିବାରରେ ଦାରିଦ୍ର ହେବାର ସମ୍ଭାବନା ଥାଏ ଏହିପରି ମହିଳାମାନେ ସର୍ବଦା ନିଜ ସ୍ୱାମୀଙ୍କ ସହ ଝଗଡା କରନ୍ତି ସେମାନଙ୍କର ନିଜସ୍ୱ ସ୍ୱାଧୀନ ଚିନ୍ତାଧାରା ଅଛି।


ଯଦି ଉଭୟ ସ୍ତନ ସମାନ ଯଦି ସ୍ତ୍ରୀର ଉଭୟ ସ୍ତନ ସମାନ ସେହି ସ୍ତ୍ରୀ ଧନୀ ଅଟେ ଏହା ସହିତ, ପ୍ରତ୍ୟେକ କାର୍ଯ୍ୟ ସକରାତ୍ମକ ଚିନ୍ତା କରି କରାଯାଇଥାଏ। ଗୋଟିଏ ସ୍ତନ ଛୋଟ ଗୋଟିଏ ବଡ: ଯଦି ଜଣେ ମହିଳାଙ୍କର ଦୁଇଟି ସ୍ତନ ମଧ୍ୟରୁ ଗୋଟିଏ ବଡ଼, ତେବେ ସେ ଅର୍ଥହୀନ ଏବଂ ନକାରାତ୍ମକ ଚିନ୍ତାଧାରା ଏପରି ମହିଳାଙ୍କ ମୃତ୍ୟୁ ଯେତେବେଳେ ଅସ୍ତ୍ରଶସ୍ତ୍ରରେ ଆଘାତ ହୁଏ। ଯଦି ସ୍ତନଗୁଡିକ ବକ୍ର ଏବଂ ଟାଣ ଯଦି ମହିଳାଙ୍କର ସ୍ତନ ଗୋଟିଏ ସ୍ଥାନରେ ବକ୍ର ଏବଂ ସ୍ଥିର, ତେବେ ମହିଳା ବହୁତ ପରିଶ୍ରମୀ ଏବଂ ମନ ଅତ୍ୟନ୍ତ ତୀକ୍ଷ୍ଣ ଏହି ଝିଅଟି ଜଣେ ଭଲ ପତ୍ନୀ ହୋଇପାରେ ସେ ଘରର ସମସ୍ତ ଦାୟିତ୍ ନେବାକୁ ସକ୍ଷମ।

ଛାତି ଆଗକୁ ଝୁଲି ରହିଛି ଯେଉଁ ମହିଳାଙ୍କର ଛାତି ଆଗକୁ ଝୁଲି ରହିଛି, ସେ ଅଧିକ ଭାଇଭଉଣୀ ହେବାର ସମ୍ଭାବନା ଅଛି ଏହି ମହିଳାମାନେ ନିଜ ସ୍ୱାମୀଙ୍କ ସେବା କରିବାକୁ ପ୍ରସ୍ତୁତ। ଛାତି ଭିତରକୁ ପୋତି ଦିଆଗଲା ଯଦି ମହିଳାଙ୍କ ଛାତି ଭିତର ପାର୍ଶ୍ୱରେ ପୋତି ଦିଆଯାଏ, ତେବେ ସେ କଠିନ ଏବଂ ଧୈଯ୍ୟବାନ। ଏହିପରି ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।


ବଦଳାଇପାରିବେ ଆଧାର କାର୍ଡର ଫଟୋ, ବାସ୍ କରନ୍ତୁ ଏତିକି Advise for Photo update in Aadhaar



ଆଧାର କାର୍ଡ ଆଜିକାଲି ଅତି ଜରୁରୀ ଡକ୍ୟୁମେଣ୍ଟ ହୋଇଯାଇଛି । ଦୈନନ୍ଦିନ ଜୀବନରେ ଏହା ଅତି ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ପ୍ରାୟତଃ ସବୁ ସରକାରୀ କାମରେ ଏହା ଦରକାର ପଡୁଛି । ଆଧାର କାର୍ଡରେ ପ୍ରତି ନାଗରିକଙ୍କ ଡାଟାବେସ୍ ଯଥା ନାଁ, ଠିକଣା, ମୋବାଇଲ୍ ନମ୍ବର, ଫଟୋ ଓ ବାୟୋମେଟ୍ରିକ୍ ଆଦି ରହିଥାଏ । ଏହି ସୂଚନା ସବୁବେଳେ ଅପଡେଟେଡ୍ ହେବା ଉଚିତ୍ । ସାଧାରଣତଃ ଲୋକମାନେ ନିଜ ନାଁ, ଠିକଣା, ମୋବାଇଲ୍ ନମ୍ବର ଆଦି ସହଜରେ ବଦଳାଇନଥାନ୍ତି । କିନ୍ତୁ ବୟସ ବଢିବା ସହିତ ଚେହେରାରେ ପରିବର୍ତ୍ତନ ହେବାକୁ ଲାଗେ । କିନ୍ତୁ ଆଧାର କାର୍ଡରେ ଫଟୋ ପୂରୁଣା ହୋଇଯାଏ ।


୨ଟି ଉପାୟରେ ବଦଳାଇପାରିବେ ଆଧାର କାର୍ଡର ଫଟୋ

ଯଦି ଆପଣଙ୍କ ଆଧାର କାର୍ଡର ଫଟୋ ମଧ୍ୟ ପୂରୁଣା ହୋଇଯାଇଛି ତେବେ ଆପଣ ଏହାକୁ ୨ଟି ଉପାୟରେ ବଦଳାଇପାରିବେ । ପ୍ରଥମ ଉପାୟରେ ଆଧାର କାର୍ଡ ସେଣ୍ଟରରେ ଯାଇ ଫଟୋ ବଦଳାଇପାରିବେ ଯେଉଁଥିରେ ଆପଣଙ୍କୁ ମାତ୍ର ୫୦ ଟଙ୍କା ଫିସ୍ ଦେବାକୁ ପଡିବ । ଅନ୍ୟଟି ପୋଷ୍ଟ ଜରିଆରେ ଆଧାର କାର୍ଡରେ ଅପଡେଟ୍ କରିପାରିବେ । ଏହି ପୋଷ୍ଟ ଆପଣଙ୍କୁ UIDAI ର ଆଞ୍ଚଳିକ କାର୍ଯ୍ୟାଳୟକୁ ପଠାଇବାକୁ ପଡିବ । ଆସନ୍ତୁ ଜାଣିବା କେମିତି….



ନିକଟସ୍ଥ କେନ୍ଦ୍ରରେ ଆଧାର କାର୍ଡରେ ଫଟୋ ଚେଞ୍ଜ

ପ୍ରଥମେ ଆପଣ Googleରେ ଯାଇ UIDAIର ଅଫିସିଆଲ୍ ୱେବସାଇଟ ଖୋଲନ୍ତୁ

ଏହା ପରେ ଆପଣଙ୍କୁ ଲେଫ୍ଟ ହ୍ୟାଣ୍ଡ ସାଇଡର ସ୍କ୍ରିନରେ Get Aadhaar ସେକ୍ସନ ନଜର ଆସିବ

ଏଠାରେ ଆପଣ ଆଧାର ନାମାଙ୍କନ/ଅପଡେଟ୍ ଫର୍ମକୁ ଡାଉନଲୋଡ୍ କରନ୍ତୁ

କେନ୍ଦ୍ରରେ ଆପଣଙ୍କୁ ନିଜ ବାୟୋମେଟ୍ରିକ୍ ଡାଟାକୁ ପୁଣି କ୍ୟାପ୍ଚର କରିବାକୁ ହେବ

ଏହି ପ୍ରକ୍ରିୟାରେ ଆପଣଙ୍କ ଫଟୋ, ଫିଙ୍ଗରପ୍ରିଣ୍ଟ, ରେଟିନା ସ୍କାନ୍ ସାମିଲ

ଏହା କରିବା ମାତ୍ରେ ଆପଣଙ୍କ ଆଧାର ଡିଟେଲ୍ସ ଅପଡେଟ୍ ହୋଇଯିବ

ଅପଡେଟେଡ୍ ପିକ୍ଚର ସହିତ ଆପଣଙ୍କୁ ନୂଆ ଆଧାର କାର୍ଡ ପ୍ରାୟ ୯୦ ଦିନ ଭିତରେ ମିଳିଯିବ



POST ଜରିଆରେ ଆଧାର କାର୍ଡରେ ଫଟୋ ଚେଞ୍ଜ

ପ୍ରଥମେ ଆପଣଙ୍କୁ   UIDAI ପୋର୍ଟାଲକୁ ଯାଇ ସେଠାରୁ ‘Aadhaar Card Update Correction’ ଫର୍ମକୁ ଡାଉନଲୋଡ୍ କରିବାକୁ ହେବ

ଏବେ ଆପଣ ଏହି ଫର୍ମରେ ପଚରାଯାଇଥିବା ସୂଚନାକୁ ସଠିକ୍ ଭାବେ ଭରନ୍ତୁ

ଏହା ପରେ ଆପଣ UIDAI ର ଆଞ୍ଚଳିକ କାର୍ଯ୍ୟାଳୟର ନାମ ଆଧାର କାର୍ଡ ଅପଡେଟ୍ କରାଇବା ପାଇଁ ଏକ ପତ୍ର ଲେଖନ୍ତୁ

ଏହି ପତ୍ର ସହିତ ନିଜ ସ୍ୱ-ପ୍ରମାଣିକ ଫଟୋ(ସାଇନ୍ କରି)କୁ ଆଟାଚ୍ କରନ୍ତୁ

ଏହା ପରେ ଫର୍ମ ଓ ପତ୍ର ଉଭୟକୁ UIDAI ର ଅଫିସର ଠିକଣାରେ ଲେଖି ପୋଷ୍ଟ କରନ୍ତୁ

ନିଜ ନିକଟସ୍ଥ UIDAI କେନ୍ଦ୍ରର ଠିକଣା ଆପଣ ଅନଲାଇନ୍ ସାଇଟ ସହିତ ହାସଲ କରିପାରିବେ

୨ ସପ୍ତାହ ଭିତରେ ଆପଣଙ୍କୁ ନୂଆ ଫଟୋଗ୍ରାଫ୍ ସହିତ ନୂଆ ଆଧାର କାର୍ଡ ମିଳିଯିବ


Friday, 22 January 2021

ବାର୍ଡ ଫ୍ଲୁ ସମୟରେ ଚିକେନ୍ ଖାଇବା ଦ୍ୱାରା କଣ ହୋଇଥାଏ ? କେଉଁ ପଦକ୍ଷେପ ନେବା ଉଚିତ Advise for Bird flue



ଭାରତର କେତେକ ରାଜ୍ୟରେ ବାର୍ଡ ଫ୍ଲୁ (H5N1 ଜୀବାଣୁ) ହେତୁ ଚିକେନ୍ ଏବଂ ଅଣ୍ଡା ଖାଇବା ପାଇଁ ସତର୍କତା ଅବଲମ୍ବନ କରାଯାଉଛି । ରାଜସ୍ଥାନ, ହିମାଚଳ ପ୍ରଦେଶ, କେରଳ ଏବଂ ଗୁଜୁରାଟ ଭଳି ରାଜ୍ୟରେ ସନ୍ଦେହଜନକ ପରିସ୍ଥିତିରେ ପ୍ରାୟ 25 ହଜାର ଡାକୁ, କାଉ ଏବଂ ଅନ୍ୟ ପକ୍ଷୀଙ୍କର ମୃତ୍ୟୁ ଘଟିଛି ।

ଏହା ମାଂସ ଶିଳ୍ପ ପାଇଁ ଏକ ବଡ଼ ଝଟକା ଦେଇଛି କିନ୍ତୁ ଯେହେତୁ ଏହି ଜୀବାଣୁ ସଂକ୍ରମିତ ପକ୍ଷୀମାନଙ୍କଠାରୁ ମଣିଷ ପର୍ଯ୍ୟନ୍ତ ବ୍ୟାପିପାରେ, ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ଡାକ୍ତରମାନେ କହିଛନ୍ତି ଯେ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ, ବରଂ କୁକୁଡ଼ା ପାଳନ କରୁଥିବା କିମ୍ବା ସଂକ୍ରମିତ ପକ୍ଷୀମାନଙ୍କ ନିକଟରେ ରହୁଥିବା ଲୋକଙ୍କ ନିକଟରେ ଏହି ରୋଗ ବ୍ୟାପିବାର ସମ୍ଭାବନା ରହିଛି ।



ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ପର୍ଯ୍ୟନ୍ତ ଆପଣ ସଫା ଏବଂ ରାନ୍ଧିବା ପରେ ଏହାକୁ ଭଲ ଭାବରେ ଖାଉଛନ୍ତି ମାଂସ ଏବଂ ଅଣ୍ଡା ଖାଇବା ନିରାପଦ ଅଟେ । ଯେତେବେଳେ ଆମେ ସାଧାରଣ ତାପମାତ୍ରାରେ ମାଂସ ରାନ୍ଧୁ, ଏହାର ଜୀବାଣୁ ମରିଯାଏ । ଜୀବାଣୁ ଉତ୍ତାପ ପ୍ରତି ସମ୍ବେଦନଶୀଳ ହୋଇଥିବାରୁ ଏହା ରାନ୍ଧିବାରେ ମରିଯାଏ ।

WHO କହିଛି, ‘ସତର୍କତାକୁ ଦୃଷ୍ଟିରେ ରଖି କୁକୁଡ଼ା, ଏହାର ଉତ୍ପାଦ ଏବଂ ସଂକ୍ରମିତ ବନ୍ୟ ପକ୍ଷୀମାନଙ୍କୁ ରାନ୍ଧିବା ପୂର୍ବରୁ ସଠିକ୍ ଭାବେ ସଫା କରାଯିବା ଉଚିତ୍ ଏବଂ ଚିକେନ୍ ସଠିକ୍ ଭାବେ ରାନ୍ଧିବା ଉଚିତ୍ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଅନୁଯାୟୀ, ସଂକ୍ରମିତ ପକ୍ଷୀମାନଙ୍କ ଠାରୁ ମଣିଷ ପର୍ଯ୍ୟନ୍ତ ସଂକ୍ରମଣ ହୁଏ ଯେତେବେଳେ ଏହି ପକ୍ଷୀମାନେ ରୋଷେଇ କରିବା ପୂର୍ବରୁ ଘରେ ଭୋଜନ କରନ୍ତି । ଏହା ମଣିଷମାନଙ୍କରେ ବାର୍ଡ ଫ୍ଲୁ ହେବାର ଆଶଙ୍କା ବଢାଇପାରେ, ତେଣୁ ଏଥିରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।



ଏହି ସବୁ ଜିନିଷର ମୂଳ ବିଷୟ ହେଉଛି, ପକ୍ଷୀ ଫ୍ଲୁକୁ ଦୃଷ୍ଟିରେ ରଖି ଆମେ ଚିକେନ୍, କଇଁଛ ଏବଂ ଅଣ୍ଡା ଖାଇବା ପ୍ରତି ସତର୍କ ରହିବା ଉଚିତ୍ । ଘରେ ଚିକେନ୍ କାଟନ୍ତୁ ନାହିଁ । ରାନ୍ଧିବା ପୂର୍ବରୁ ଏହାକୁ ଭଲ ଭାବରେ ଗରମ ପାଣିରେ ସଫା କରନ୍ତୁ ଏବଂ ଏହାକୁ ସମ୍ପୂର୍ଣ୍ଣ ରାନ୍ଧିବା ପରେ ଖାଆନ୍ତୁ ।

ଜୀବନ୍ତ କୁକୁଡ଼ା ଏବଂ କୁକୁଡ଼ା ପକ୍ଷୀମାନଙ୍କ ସହିତ ଯୋଗାଯୋଗରୁ ଦୂରେଇ ରୁହନ୍ତୁ ଏବଂ ଏହିପରି ବଜାର ପରିଦର୍ଶନ କରିବା ପୂର୍ବରୁ ମାସ୍କ ଏବଂ ଗ୍ଲୋଭସ୍ ପିନ୍ଧନ୍ତୁ । କୁକୁଡ଼ାକୁ ଭଲ ଭାବରେ ଧୋଇ ଭଲ ଫୁଟିବା ପର୍ଯ୍ୟନ୍ତ ରାନ୍ଧନ୍ତୁ । କଞ୍ଚା ଚିକେନ୍ ଧୋଇବା କିମ୍ବା ଅଣ୍ଡାକୁ ଛୁଇଁବା ପରେ, ସଫା ପାଣି ଏବଂ ସାବୁନରେ ଭଲ ଭାବରେ ହାତ ଧୋଇ ଦିଅନ୍ତୁ ।


ଆଶା କରୁଛୁ ଆପଣଙ୍କୁ ଏହି ପୋଷ୍ଟ ପସନ୍ଦ ଆସିଥିବ ତେବେ ଏଭଳି ଖବର ଦୈନଦିନ ଜାଣିବା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚୟ କରନ୍ତୁ ।


ଏହି ଗଛର ଚେର ନିଜ ପାଖରେ ରଖିବା ଦ୍ୱାରା ଭିକାରିବି ହୋଇଯାଏ ରାଜା ! You are KING



ବନ୍ଧୁଗଣ ବହୁତ ଲୋକ ଆର୍ଥିକ ସମସ୍ୟା ପାଇଁ ବହୁତ ଚିନ୍ତାରେ ରୁହନ୍ତି ଅବା ରୋଗ ପାଇଁବି ଚିନ୍ତାରେ ରୁହନ୍ତି । କିଛି ଲୋକ ଅର୍ଥ ତ ଉପାର୍ଜନ କରନ୍ତି କିନ୍ତୁ ତାଙ୍କ ଘରେ ଉନ୍ନତିହୋଇପାରେ ନାହିଁ । ଯେତେବେ ଆପଣ ଉପାର୍ଜନ କରନ୍ତୁନା କାହିଁକି ତାହା ଫାଲତୁ ଖର୍ଚ୍ଚରେ ଚାଲିଯାଏ । କେତେ ଥର ବେପାର ଏତେ ମାନ୍ଦା ଚାଲେଯେ କିଛିବି ଉପାର୍ଜନହୋଇପାରେ ନାହିଁ । ଏମିତିରେ ବ୍ୟକ୍ତି ବହୁତ ଅଧିକ ଚିନ୍ତାଗ୍ରସ୍ତ ହୋଇଯାଏ । କିନ୍ତୁ ବନ୍ଧୁଗଣ ଆମ ଶାସ୍ତ୍ର ଦ୍ୱାରା କିଛି ଏମିତି କଥା କୁହାଯାଇଅଛି ବା ଏମିତି ଜିନିଷ ବିଷୟରେକୁହାଯାଇଅଛି ଯଦି ଆମେ ତାକୁ ପାଖରେ ରଖିବା ତେବେ ଏହା ଆମ ଭାଗ୍ୟ ବହୁତ ପ୍ରବଳ କରିଦିଏ ।

ଆଉ ଯଦି ଆପଣଙ୍କ ଭାଗ୍ୟ ଭଲ ହେବ ତେବେ ଆପଣ ସଫଳତା ନିଶ୍ଚିନ୍ତ ପାଇବେ । ଆଜି ମୁଁ ଆପଣଙ୍କୁ  ସେହି ଉପାୟଟି ବିଷୟରେ ଆଲୋଚନା କରିବି । ଯଦି ଆପଣଙ୍କ ମନ ଭିତରେ କିଛିବି ପ୍ରଶ୍ନ ନରଖି ଏହି ଉପାୟଟି କରିବେ ତେବେ ଆପଣ ନିହାତି ସଫଳ ହେବେ । ତେବେ ଚାଲନ୍ତୁ ଆଜିର ଉପାୟଟିକୁ ଆଲୋଚନା କରିବା । ଏହି ଉପାୟ ଦ୍ୱାରା ଆପଣଙ୍କୁ ଆଶ୍ଚର୍ଯ୍ୟଜନକ ଲାଭ ଦେଖିବାକୁ ମିଳିବ । ଏହି ଉପାୟକୁ କେବଳ ଗୁରୁବାର ଦିନହିଁ କରିବାକୁ ହେବ ।



ବନ୍ଧୁଗଣ ଗୁରୁବାରଦିନ ସର୍ବପ୍ରଥମେ ଆପଣ ଗାଧୋଇ ହଳଦିଆ ବସ୍ତ୍ର ପିନ୍ଧନ୍ତୁ । ଅର୍ଥାତ ଆପଣ କୌଣସିବି ହଳଦିଆ ବସ୍ତ୍ର ପିନ୍ଧି ନିଅନ୍ତୁ । ଯଦି ଆପଣଙ୍କ ପାଖରେ ହଳଦିଆ ବସ୍ତ୍ର ନାହିଁ ତେବେ ଆପଣ କୌଣସିବି ହଳଦିଆ ରଙ୍ଗର ରୁମାଲ ଅବା ଟାୱାଲର ବ୍ୟବହାର କରିପାରିବେ । ହଳଦୀଆ ବସ୍ତ୍ର ପିନ୍ଧି ଆପଣଙ୍କୁ କଦଳୀ ଗଛ ମୂଳକୁ ଯିବାକୁ ହେବ । ଏହି କଥାର ବିଶେଷ ଧ୍ୟାନ ରଖିବେ ଯେମିତି ଏହି କାର୍ଯ୍ୟ କରିଲାବେଳେ ଆପଣଙ୍କୁ କେହି ଯେମିତି ନପଚାରେ ଆପଣ କ’ଣ କରୁଅଛନ୍ତି । ଯଦି କଦଳୀ ଗଛ ଆଉ କାହା ବାଡ଼ିରେ ଅଛି ତେବେ ତାଙ୍କୁ ଆପଣ ଅଗରୁହିଁ ଏହି କାର୍ଯ୍ୟ ବିଷୟରେ କହି ଦିଅନ୍ତୁ ।



କାରଣ ଏହି କାର୍ଯ୍ୟ କରିଲାବେଳେ ଯେମିତି ଆପଣଙ୍କୁ କେହି ନଦେଖେ ଅବା ନପଚାରେ । ପୁରା ଚୁପଚାପ ଗୁରୁବାର ଦିନଆପଣଙ୍କୁ ଏହି କାର୍ଯ୍ୟ କରିବାର ଅଛି । ସେହି କଦଳୀ ଗଛରୁ ଆପଣଙ୍କୁ ତାହାର ଚେର ଟିକେ ଆଣିବାର ଅଛି । ଯଦି ଆପଣଙ୍କୁ ଅଳ୍ପବି ମିଳିଯିବ ତେବେବି ଆପଣଙ୍କ କାମ ହେଇଯିବ । ତାପରେ ସେହି ଚେରକୁ ଚୁପଚାପ ଆଣି ଗଙ୍ଗାଜଳରେ ଧୋଇନିଅନ୍ତୁ ଏବଂ ହଳଦୀଆ ସୂତାରେ ବାନ୍ଧି ଅପଣଙ୍କ ଧନ ରଖିବା ସ୍ଥାନରେ ଅବା ଆପଣଙ୍କ ପର୍ସରେ ସବୁଦିନ ପାଇଁ ରଖନ୍ତୁ । ଏହା ଦ୍ୱାରା ଆପଣ ଦେଖିବେ ଆପଣଙ୍କର ଧନପ୍ରାପ୍ତିର ମାର୍ଗ ଶୀଘ୍ରହିଁ ଖୁଲିଯିବ ଏବଂ ଆପଣଙ୍କ ଜୀବନ ସୁଖ ସମୃଦ୍ଧି ଏବଂ ସଫଳତାରେ ଭରିଯିବ । 


ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶୋଇବା ପୂର୍ବରୁ କେବେବି କରନ୍ତୁ ନାହିଁ ଏହି ୫ଟି କାମ, ହେବେ ବର୍ବାଦ Advise before bed

 

ବନ୍ଧୁଗଣ ଆମେ ଲକ୍ଷେ ଚେଷ୍ଟା କରି ବା ପରିଶ୍ରମ କରି ମଧ୍ୟ ଆମେ ଜାଣି ନଥାଉ କି କିଛି ଭୁଲ କାର୍ଯ୍ୟ ଆମକୁ ପଛକୁ ଟାଣିଥାଏ । ଏହି କାର୍ଯ୍ୟ ସବୁ କରିବା ଦ୍ଵାରା ସେହି ଘରେ ନକରାତ୍ମକ ଶକ୍ତି ର ପ୍ରଭାବ ବଢି ଯାଇଥାଏ । ଯାହା ଦ୍ଵାରା ସେହି ବ୍ୟକ୍ତି ର ବୃଦ୍ଧି ଅଟକି ଯାଇଥାଏ । ଘରେ ନକରତ୍ମକ ଉର୍ଜ୍ଜା ବଢିବା କାରଣରୁ ସେହି ଘରେ ସବୁବେଳେ ଅଶାନ୍ତି ଓ ଆର୍ଥିକ ସମସ୍ୟା ଲାଗିରହିଥାଏ । ଆର୍ଥିକ ସମସ୍ୟା ହେବା କାରଣରୁ ସେହି ଘରେ ସବୁ ପ୍ରକାରର ଚିନ୍ତା ମଧ୍ୟ ବଢିଥାଏ ।


ଆଜିର ଜୀବନରେ ସବୁ ସମସ୍ୟା ଆର୍ଥିକ ରୂପରେ ଯୋଡି ହୋଇଥାଏ । ଯଦି ଆମ ପାଖରେ ପର୍ଯ୍ୟାପ୍ତ ଧନ ଅଛି ତେବେ ଆମ ଘରେ କିଛି ବି ପ୍ରକାରର ସମସ୍ୟା ଆସିନଥାଏ । ଅଶାନ୍ତି ଓ ଝଗଡା ମଧ୍ୟ ସେହିଠାରେ ହୋଇଥାଏ ଯେଉଁଠାରେ ପଇସା କୁ ନେଇ କିଛି ସମସ୍ୟା ରହିଥାଏ । 


ତେଣୁ ଘରୁ ନକରତ୍ମକ ଉର୍ଜ୍ଜା କୁ ହଟାଇବା ପାଇଁ କିଛି କଥା ବିଷୟରେ ଆଲୋଚନା କରିବା ।


୧) ଶୋଇବା ପୂର୍ବରୁ ଘରର ଅଇଁଠା ବାସନ ସଫା କରି ଦିଅନ୍ତୁ । କାରଣ ରାତି ସାରା ଅଇଁଠା ବାସନ ଘରେ ରଖିବା ଦ୍ଵାରା ଘରେ ଅଶାନ୍ତି ଓ ରୋଗ କୁ ନିମନ୍ତ୍ରଣ ଦେଇଥାଏ । ଅଇଁଠା ବାସନ ଦ୍ଵାରା ଘରେ ନକରାତ୍ମକ ଉର୍ଜ୍ଜା ମଧ୍ୟ ବଢିଥାଏ । ତେଣୁ ରାତିରେ ଖାଇ ସାରିବା ପରେ ବାସନ ସବୁ ସଫା କରି ଧୋଇ ରଖନ୍ତୁ ।



୨) ରାତି ରେ ଶୋଇବା ପୂର୍ବରୁ ବା ସୂର୍ଯ୍ୟ ଅସ୍ଥ ହେବ ପରେ ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ଦୁଧ ବା ଦହି ମାଗିଥାନ୍ତି ତେବେ ସେହି ବ୍ୟକ୍ତି ଏହା ଦିଅନ୍ତୁ ନାହିଁ । ଦୁଧ ଏବଂ ଦହି କୁ ଘରର ଲକ୍ଷ୍ମୀ ଙ୍କ ସହ ଯୋଡା ଯାଇଥାଏ । ଏହା କରିବା ଦ୍ଵାରା ସେହି ଘରର ଲକ୍ଷ୍ମୀ ସେହି ବ୍ୟକ୍ତିଙ୍କ ସହ ଚାଲି ଯାଇଥାନ୍ତି । ଏବଂ ଆପଣଙ୍କ ଘରେ ସର୍ବଦା ଆର୍ଥିକ ସମସ୍ୟା ମଧ୍ୟ ଦେଖା ଦେଇଥାଏ ।



୩) ରାତିରେ ଶୋଇବା ବେଳେ ଘରର ମହିଳା ମାନେ ନିଜ ସୁବିଧା ଓ ଆରମ ହେତୁ କେସ ଖୋଲି ସୋଇଥାନ୍ତି । ତେଣୁ ସେହି ଘରକୁ ନକରାତ୍ମକ ଉର୍ଜ୍ଜା ଟାଣି ହୋଇ ଆସିଥାଏ । ତେଣୁ ଘରର ମହିଳା ମାନେ ରାତିରେ ଶୋଇବା ସମୟରେ କେଶ ବାନ୍ଧିକି ଶୁଅନ୍ତୁ ।


୪) ରାତିରେ ଶୋଇବା ପୂର୍ବରୁ କେବେ ବି ଘରେ ଝାଡୁ ଲଗାନ୍ତୁ ନାହିଁ । କାରଣ ଏହା କୁହାଯାଏ ଯେ ଘରେ ରାତିରେ ଝାଡୁ ଲଗାଇବା ଦ୍ଵାରା ମାତା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ତେଣୁ ସୂର୍ଯ୍ୟ ଅସ୍ତ ହେବା ପରେ ଘରେ କେବେ ବି ଝାଡୁ ମରନ୍ତୁ ନାହିଁ । ସନ୍ଧ୍ୟା ସମୟରେ ଝାଡୁ ମାରି ଘର ସଫା କରି ପାରିବେ । ଶୋଇବା ବେଳେ ଝାଡୁକୁ ଦକ୍ଷିଣ ଦିଗରେ ରଖନ୍ତୁ । ଏହା ଦ୍ଵାରା ଘରେ ଧନ ଲକ୍ଷ୍ମୀ ର ଭଣ୍ଡାର ହୋଇଥାଏ ।



୫) ରାତିରେ ଶୋଇବା ବେଳେ ସମସ୍ତେ ପାଖରେ ପାଣି ରଖି ସୋଇଥାନ୍ତି । ଏହି କଥାର ବିଶେଷ ଧ୍ୟାନ ରଖନ୍ତୁ କି ପାଣି କୁ ନିଜ ସମାନ ଭାଗରେ ରଖି ଶୁଅନ୍ତୁ । ପାଣି କୁ ଆପଣ ଙ୍କଠୁ ଉପରେ ରଖନ୍ତୁ ନାହିଁ । ବାସ୍ତୁ ଶାସ୍ତ୍ର ଅନୁସାରେ ଏହା କରିବା ଦ୍ଵାରା ଆପଣଙ୍କ ଘରେ ଆର୍ଥିକ ଅସମାନତା ଆସିଥାଏ ।


ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଇଂରେଜମାନଙ୍କୁ ତଡିବାକୁ ଏମିତି କହିଥିଲେ ନେତାଜୀ Story of Netaji

 


ସେ ଥିଲେ ଭାରତ ମାଆର ଜଣେ ସଚ୍ଚା ସୈନିକ। ଯାହାଙ୍କ ନାଁ ଶୁଣିଲେ ଥରୁଥିଲେ ଗୋରା ସାହେବ। ଆଗକୁ ଆସିବା ତ ଦୂରର କଥା ଛତ୍ରଭଙ୍ଗ ଦେଉଥିଲେ ଇଂରେଜମାନେ । ଆଉ ଟେକାର ଜବାବ ପଥରରେ ଦେବାକୁ ସେ କେବେ ପଛାଉ ନଥିଲେ। ଆମେ କହୁଛୁ ଭାରତର ଅଗ୍ରଣୀ ସ୍ଵାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ କଥା। କଟକର ଓଡ଼ିଆ ବଜାରରେ ଜନ୍ମିତ ସୁଭାଷ ଥିଲେ ଓଡ଼ିଶାର ବୀରପୁତ୍ର। ଆଇନଜୀବୀ ଜାନକୀ ନାଥ ବୋଷ ଓ ପ୍ରଭାବତୀ ଦେବୀଙ୍କ ପୁଅ ହୋଇଥିଲେ ବି ସୁଭାଷ ହେଉଛନ୍ତି ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ। ସମଗ୍ର ବିଶ୍ଵର ସେ ହେଉଛନ୍ତି ନେତାଜୀ।



୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ ସିଲଭର ସିଟି କଟକରେ ଜନ୍ମ ନେଇଥିଲେ ସୁଭାଷ ବୋଷ। ଚଉଦ ଭାଇ-ଭଉଣୀଙ୍କ ମଧ୍ୟରେ ନେତାଜୀ ଥିଲେ ନବମ। ବାପଟିଷ୍ଟ ମିଶନ ଦ୍ୱାରା ପରିଚାଳିତ ପ୍ରୋଟେଷ୍ଟାଣ୍ଟ ଇଉରୋପିଆନ ସ୍କୁଲରେ ସେ ସ୍କୁଲ ଜୀବନ ଆରମ୍ଭ କରିଥିଲେ। ଆଉ ୧୯୦୯ରେ ରେଭେନ୍ସା କଲେଜିଏଟ ସ୍କୁଲକୁ ସ୍ଥାନାନ୍ତରଣ ପରେ ୧୯୧୩ରେ ସେ ମ୍ୟାଟ୍ରିକ ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ରଖି ଉତ୍ତୀର୍ଣ୍ଣ ହେଲେ। ମାଧ୍ୟମିକ ଶିକ୍ଷା ସମାପ୍ତ ପରେ କଲିକତାର ପ୍ରେସିଡେନ୍ସୀ କଲେଜରେ ଦର୍ଶନ ଶାସ୍ତ୍ର ଏବଂ ସ୍କଟିସ ଚର୍ଚ୍ଚ କଲେଜରେ ପାଠ ପଢ଼ିଥଲେ। ପ୍ରେସିଡେନ୍ସୀ କଲେଜରେ ପଢୁଥିବା ସମୟରେ ଅଧ୍ୟାପକଙ୍କ ଭାରତ ବିରୋଧୀ ମନ୍ତବ୍ୟ ତାଙ୍କୁ ଦେଶପ୍ରେମର ମୂଳଦୁଆ ପକାଇବାକୁ ବାଧ୍ୟ କରିଥିଲା। ଭାରତ ବିରୋଧୀ ମନ୍ତବ୍ୟରେ କ୍ଷୁବ୍ଧ ହୋଇ ଅଧ୍ୟାପକଙ୍କୁ ଦୁର୍ବ୍ୟବହାର କରିବାକୁ ସେ ପଛାଇ ନଥିଲେ। ଏଥିପାଇଁ ତାଙ୍କୁ କଲେଜରୁ ବହିଷ୍କୃତ କରାଗଲା।



୧୯୧୯ରେ ପିତାଙ୍କ କଡ଼ା ତାଗିଦ ପରେ ଉଚ୍ଚ ଶିକ୍ଷା ପାଇଁ ବିଲାତ ଗଲେ। ଆଉ ୧୯୨୦ ମସିହାରେ ଆଇ.ସି.ଏସ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ତାଲିମ ନେଉଥିବା ବେଳେ ଭାରତରେ ଘଟିଥିଲା ଜାଲିଆନାୱାଲାବାଗ ହତ୍ୟାକାଣ୍ଡ। ଏହା ଶୁଣି ଅଧାରୁ ତାଲିମ ଛାଡ଼ି ସେ ଫେରିଥିଲେ ଭାରତ।


ଦେଶବନ୍ଧୁ ଚିତ୍ତରଞ୍ଜନ ଦାସଙ୍କ ସମ୍ପର୍କରେ ଆସି ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇ ୧୯୨୩ରେ ବଙ୍ଗଳା ପ୍ରାଦେଶିକ କଂଗ୍ରେସ କମିଟିର ସମ୍ପାଦକ ହେଲେ। ପରବର୍ଷ ଅର୍ଥାତ ୧୯୨୪ ମସିହାରେ ସେ କଲିକତା ମହାନଗରୀର ମେୟର ହୋଇଥିଲେ। ୧୯୩୦ରେ ଆଇନ ଅମାନ୍ୟ ଆନ୍ଦୋଳନ ବେଳେ ଗିରଫ ହୋଇ ଜେଲରେ ରହିଲେ। ତେବେ ୧୯୩୧ରେ ଗାନ୍ଧୀ-ଇରୱିନ ଚୁକ୍ତି ପରେ ତାଙ୍କୁ ଜେଲରୁ ମୁକ୍ତ କରାଗଲା। ୧୯୩୮ ମସିହାରେ ହରିପୁରା ଜାତୀୟ କଂଗ୍ରେସ ଅଧିବେଶନରେ ଗାନ୍ଧୀଙ୍କ ମନୋନୀତ ପ୍ରାର୍ଥୀ ପଟ୍ଟାଭିସୀତାରାମାୟାଙ୍କୁ ହରାଇ ସେ କଂଗ୍ରେସ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ୧୯୩୯ରେ ପୁଣି ଥରେ ସେହି ପଦବୀକୁ ନିର୍ବାଚିତ ହୋଇ ରେକର୍ଡ କଲେ।


ସଶସ୍ତ୍ର ଆନ୍ଦୋଳନ ଦ୍ଵାରା ହିଁ ଭାରତକୁ ବ୍ରିଟିଶ ସାମ୍ରାଜ୍ୟବାଦରୁ ମୁକ୍ତ କରି ହେବ। ଏହା ଭାବି ୧୯୩୯ରେ ଫରୱାର୍ଡ଼ ବ୍ଳକ ନାମରେ ଏକ ନୂତନ ଦଳ ଗଠନ କଲେ ନେତାଜୀ। ଉଗ୍ରନୀତି ଯୋଗୁଁ ବ୍ରିଟିଶ ସରକାର ତାଙ୍କୁ କଲିକତାରେ ନଜର ବନ୍ଦୀ ରଖିଥିଲେ। ସ୍ଵାଧୀନତା ପାଇଁ ଦେଶ ବାହାରେ ରହି ଯୁଦ୍ଧ କରିବା ପାଇଁ ୧୯୪୧ ଜାନୁଆରୀ ୧୭ରେ ସେ ଆଫଗାନିସ୍ଥାନ ଓ ସୋଭିଏତ ଋଷ ଦେଇ ବର୍ଲିନରେ ପହଞ୍ଚିଲେ। ଜର୍ମାନୀର ନାଜି ଶାସକ ହିଟଲରଙ୍କ ସହ ସାକ୍ଷାତ କରି ଭାରତ ସ୍ଵାଧୀନତା ପାଇଁ ସାହାଯ୍ୟ ମାଗିଥିଲେ। ଜର୍ମାନୀ ମାଟିରେ ଫ୍ରି ଇଣ୍ଡିଆ ଆର୍ମି ଗଠନ କରି ବର୍ଲିନରୁ ଆଜାଦ ହିନ୍ଦ ରେଡ଼ିଓ ମାଧ୍ୟମରେ ଭାରତବାସୀଙ୍କୁ ସଂଗ୍ରାମ ପାଇଁ ଆହ୍ଵାନ ଦେଇଥିଲେ। ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ଵାଧୀନତା ଦେବି ଆହ୍ଵାନରେ ସାରା ଭାରତକୁ ଏକଜୁଟ କଲେ।


ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ଜାପାନ, ବର୍ମା, ମାଳୟର ପ୍ରବାସୀ ଭାରତୀୟଙ୍କୁ ଏକତ୍ରିତ କରି ଭାରତୀୟ ସ୍ଵାଧୀନତା ଲିଗ ଗଠନ କଲେ। ସିଙ୍ଗାପୁରରେ ଆଜାଦ ହିନ୍ଦ ଫୌଜର ଦାୟିତ୍ଵ ଗ୍ରହଣ କରି ୧୯୪୩ ମସିହା ଅକ୍ଟୋବର ୨୧ ତାରିଖରେ ଏକ ଅସ୍ଥାୟୀ ସ୍ଵାଧୀନ ସରକାର ଗଠନ କଲେ। ଆଉ ଆହ୍ଵାନ ଦେଲେ ଦିଲ୍ଲୀ ଚଲୋ। ଏହା ସହିତ ସୁଭାଷ ଆରମ୍ଭ କଲେ ଆଜାଦ ହିନ୍ଦ ଫୌଜର ଅଭିଯାନ। ୧୯୪୪ ମାର୍ଚ୍ଚ ୧୮ ତାରିଖରେ ଆଜାଦ ହିନ୍ଦ ଫୌଜ ବର୍ମା ସୀମା ଅତିକ୍ରମ କରି ଭାରତୀୟ ମାଟିରେ ପାଦ ଥାପିଥିଲା। ମଣିପୁରର ଇମ୍ଫାଲଠାରେ ବ୍ରିଟିଶ ବାହିନୀ ଉଭୟ ସ୍ଥଳ ଓ ଆକାଶ ପଥରୁ ଆଜାଦ ହିନ୍ଦ ଫୌଜ ଉପରେ ଆକ୍ରମଣ କରି ତାଙ୍କୁ ପରାସ୍ତ କରିବାରେ ସକ୍ଷମ ହେଲେ।



ଆଜି ଭାରତ ମାଆର ବୀରପୁତ୍ର ସୁଭାଷ ଚନ୍ଦ୍ର ବୋଷ ଜୀବିତା ନା’ ମୃତ ତାହାର ତଥ୍ୟ କାହା ପାଖରେ ନାହିଁ। ଶାହନୱାଜ କମିଟି, ଖୋସଲା କମିଶନ, ମୂଖାର୍ଜୀ କମିଶନ ପରି ଅନେକ କମିଶନ ଅଫ ଇନକ୍ଵାରି ବସିଥିଲେ ମଧ୍ୟ ସଠିକ କଥା ପଦାକୁ ଆସି ପାରିନାହିଁ।