Saturday 23 January 2021

ରାତିରେ କେତେଟା ପରେ ଶାରୀରିକ ସମ୍ପର୍କ ରଖିବା ଅନୁଚିତ Advise for Sex

 

ଆପଣମାନଙ୍କୁ ଆମର ଏହି  ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଆପଣମାନେ ସର୍ବଦା ଶାସ୍ତ୍ରକୁ ବିଶ୍ୱାସ କରୁଥିବେ ନିଶ୍ଚୟ। ଶାସ୍ତ୍ର ଅନୁସାରେ ଅନେକ କାଯ୍ୟ କୁ ଖରାପ ବା ଭଲ ତାହା ଦର୍ଶାଯାଉଛି ଓ ପ୍ରତ୍ୟେକ ଭୁଲ କାମ କୁ କିପରି ଭଲ କରାଯାଇପାରିବ ଏହାର ଉପାୟ ମଧ୍ୟ କୁହା ଯାଇଛି।ଯଦି ଆମେ ଏହି ସବୁ ମନା କରାଯାଇଥିବା କାଯ୍ୟ କରିବା ଆମେ ବହୁତ ଅଶୁବିଧାରେ ନିଶ୍ଚୟ ପଡିବା।ଆପଣମାନେ ଜାଣିଥିବା ଜୀବନରେ ଶାରୀରିକ ସମ୍ପର୍କ କେତେ ଆବଶ୍ୟକ।ଏକ ବିବାହିତ ଦମ୍ପତିଙ୍କ ପାଇଁ ଯୌନ କ୍ରିୟା କରିବା ବହୁତ ଆବଶ୍ୟକ।



ଏହା ଦ୍ୱାରା ସେମାନେ ଅନେକ ଚିନ୍ତା ରୁ ମୁକ୍ତି ପାଇଥାନ୍ତି ଓ ମାନସିକ ଓ ଶାରୀରିକ ସୁଖ ପାଇଥାନ୍ତି।କୌଣସି ଲୋକର ଯେବେ ବିବାହ ହୋଇଥାଏ ସେ ଚାହେଁ ତା ବୈବାହିତ ଜୀବନ ଭଲରେ କଟୁ।କିନ୍ତୁ ଆଜି ଆମେ କହିବାକୁ ଯାଉଛୁ ରାତିରେ କେତେଟା ବାଜିବା ପରେ ଶାରୀରିକ ସମ୍ପର୍କ ରଖିବା ଅନୁଚିତ ଓ କେଉଁ ସମୟ ଶାରୀରିକ ସମ୍ପର୍କ ରଖିବା ପାଇଁ ଉପଯୁକ୍ତ।ତେବେ ଆସନ୍ତୁ ଏହା ବିଷୟରେ ଜାଣିବା।ସମସ୍ତ ସ୍ୱାମୀ ଓ ସ୍ତ୍ରୀକୁ ଏହିକଥା ଜଣାଥିବା ଆବଶ୍ୟକ।ଆଜିକାଲି ଶାସ୍ତ୍ରରେ ଆପଣ ଅନେକ କଥା ଶୁଣିଥିବେ ସେଥିରେ ବ୍ୟକ୍ତିଙ୍କ ଜୀବନ ବିଷୟରେ ଅନେକ କଥା ବର୍ଣ୍ଣିତ ଅଛି।ଯେଉଁବ୍ୟକ୍ତି ଏହାକୁ ମାନିଥାଏ ସେକେବେବି ଅଶୁବିଧାରେ ପଡିନଥାରଏ।

ଆଜିଆମେ ଜାଣିବା କଣ ପାଇଁ ରାତି ୧୨ ଟାପରେ ଶାରୀରିକ ସମ୍ପର୍କ ରଖିବା ଅନୁଚିତ।ଶାସ୍ତ୍ରରେ ସମସ୍ତ କାଯ୍ୟ କରିବାପାଇଁ ଏକ ସମୟ ରହିଛି।ଶାସ୍ତ୍ରରେ ରାତି ୧୨ଟା ପରେ ଶାରୀରିକ ସମ୍ପର୍କ ନରଖିବାକୁ କୁହାଯାଇଛି।କାରଣ ରାତି ୧୨ଟା ପରେ ଦ୍ୱିତୀୟ ଦିନର ଆରମ୍ଭ ହୋଇଯାଇଥାଏ।ଓ ଏହା ବ୍ରହ୍ମ ମୃହୁତର ଠିକ ପୂର୍ବ ସମୟ ଅଟେ।ଏହି ସମୟରେ ମନୁଷ୍ୟର ଆଧ୍ୟାତ୍ମିକତା ଶକ୍ତି ଜାଗ୍ରତ ହୋଇଥାଏ।ତେଣୁ ରାତି ୧ ଟା ପରେ ବ୍ରହ୍ମ ମୃହୁତ ଆରମ୍ଭ ହୋଇଥାଏ।ଏହି ସମୟ ଭଗବାନଙ୍କର ଆରାଧନାର ସମୟ ଅଟେ।

ଏହି ସମୟରେ କୌଣସି ନୂତନ ଯୋଜନାକରିବା ଉଚିତ।କିନ୍ତୁ ଶାସ୍ତ୍ରରେ ରାତି ୧୨ଟା ପରେ ଶାରୀରିକ ସମ୍ପର୍କ ନରଖିବାକୁ ବାରଣ କରାଯାଇଛି।ତେଣୁ ଏହି ସମୟରେ ଦମ୍ପତି ଶାରୀରିକ ସମ୍ପର୍କ ରଖିବା ଉଚିତନୁହେଁ।ଏହାକୁ ନମାନିବା ଦ୍ଵାରା ମଣିଷର ଖରାପ ସମୟ ଆସିଥାଏ।ଏବଂ ତାଙ୍କର ସନ୍ତାନ ଉପରେ ମଧ୍ୟ କୁପ୍ରଭାଵ ପଡିଥାଏ।କିନ୍ତୁ ଶାରୀରିକ ସମ୍ପର୍କ ରଖିବା ପାଇଁ ସକାଳ ୩ଟାର ପୂର୍ବ ସମୟ ଉଅଯୁକ୍ତ ଅଟେ।ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।