Friday 29 January 2021

ବିନା ମେଡିସିନରେ ଅଧିକ ସମୟ ପର୍ଯ୍ୟନ୍ତ କିପରି ସେକ୍ସ୍ କରିପାରିବେ। ଜାଣନ୍ତୁ ଉପାୟ

 


ସାଧାରଣତଃ ପ୍ରତ୍ୟେକ ଲୋକଙ୍କୁ ସେକ୍ସ୍ କରିବାକୁ ଭଲ ଲାଗିଥାଏ | ମାତ୍ର ସମସ୍ତେ ଏହାର ମଜା ନେଇପାରିନଥାନ୍ତି।କାରଣ ଏହାକୁ ଅଧିକ ସମୟ ଧରି ସମସ୍ତେ କରିପାରନ୍ତି ନାହିଁ।ଫଳରେ ସେମାନେ ପରିହାସର ପତ୍ର5 ହେଇଥାନ୍ତି।ଏହାସ ସହ ସେମାନେ ନିଜର ସହଯୋଗୀଙ୍କୁ ମଧ୍ୟ ଖୁସି କରେଇପାରନ୍ତିନାହିଁ।ତେଣୁ ଆସନ୍ତୁ ଜାଣିବା କିପରି ଏହି ସମୟକୁ ଆପଣ ବଢ଼େଇ ପାରିବେ।


ଆପଣ ପ୍ରତ୍ୟେକଦିନ ଦୁଇଟି ଲେଖାଏଁ ରସୁଣ ଖାଆନ୍ତୁ।ସାଧାରଣତଃ ରସୁଣରେ ବିଭିନ୍ନ ପ୍ରକାରର ଭିଟାମିନ୍ ଥାଏ, ଯେପରିକି ଭିଟାମିନ୍ ଏ,ସି,ବି-୧୬ ଆଦି ଥାଏ।ଏହାସହ ଏଥିରେ ଏଲିସିନ୍ ନାମକ ଏକ ପଦାର୍ଥ ଥାଏ ଯାହା ଆପଣଙ୍କ ଶରୀରର ହରମୋନ୍ ଶକ୍ତିକୁ ବଢ଼େଇଥାଏ।ଏହା ଫଳରେ ଆପଣ ଅଧିକରୁ ଅଧିକ ସମୟ ପର୍ଯ୍ୟନ୍ତ ସେକ୍ସ୍ କରିପାରିବେ।ଆପଣମାନେ ମହୁଲ ଫଳ ବିଷୟରେ ତା ଜାଣିଥିବେ।ଏଥିରେ ଅନେକ ଭିଟାମିନ୍ ମଧ୍ୟ ରହିଛି ଯାହା ସେକ୍ସ୍ ପାଇଁ ନିତାନ୍ତ ଜରୁରୀ।ଆପଣ ତିନି କିମ୍ବା ଚାରୋଟି ମହୁଲ ଫଳ ଆଣି ତାହାକୁ ଗରମ ଖୀରରେ ପକେଇ ଫୁଟେଇ ଦେବେ।ସନ୍ଧ୍ୟାରେ ଅଥବା ସେକ୍ସ୍ କରିବାର ଦୁଇଘଣ୍ଟା ପୂର୍ବରୁ ପିଇଲେ ଏହା ଅନେକ ମାତ୍ର ଫଳପ୍ରଦ ହେବ।ଏହା ସହିତ ଯଦି ଆପଣଙ୍କୁ ଥକ୍କା ଲାଗୁଛି ତେବେ ଆପଣ କଦଳୀ ଖାଇଦେବେ।ଏହାଦ୍ବାରା ଆପଣଙ୍କୁ ଅନେକ ଶକ୍ତି ମିଳିଯିବ।ନଚେତ୍ ଆପଣ ସେକ୍ସ୍ କରିବା ପୂର୍ବରୁ ଦୁଇ ଗ୍ଲାସ ପାଣି ମଧ୍ୟ ପିଇପାରିବେ।ଏ ସମସ୍ତ ଉପରୋକ୍ତ ପଦାର୍ଥ ଖାଇବା ଦ୍ୱାରା ଆପଣଙ୍କ ସେକ୍ସ ସମ୍ପର୍କିତ ଅନେକ ସମସ୍ୟାର ସମାଧାନ ହେଇଯିବ।


ତେଣୁ ସେକ୍ସ୍ କରିବା ପୂର୍ବରୁ ପ୍ରଥମେ ମାନସିକ ଏକାଗ୍ରତା ଆଣନ୍ତୁ।ମାନସିକ ସ୍ଥିରତା ଆଣନ୍ତୁ।ଏହି କ୍ରିୟା କରିବା ସମୟରେ କେବେ ମଧ୍ୟ ତରତର ହୁଅନ୍ତୁ ନାହିଁ।ଆପଣ ଯଦି ଅଧିକ ସମୟ ପାଇଁ ଏହି କାର୍ଯ୍ୟ କରିବାକୁ ଚାଂହୁଛନ୍ତି ତେବେ ପ୍ରଥମେ ଆପଣଙ୍କ ସହଯୋଗୀଙ୍କୁ ଉତ୍ସାହିତ କରାନ୍ତୁ।ତାଂକର ବାହ୍ୟ ଅଂଗ ଗୁଡିକୁ ଉପଭୋଗ କରନ୍ତୁ।ସେ ଉତ୍ସାହିତ ହେଇସାରିଲା ପରେ ଆପଣ ଏହି କ୍ରିୟା ଆରମ୍ଭ କରନ୍ତୁ।ଆପଣ ୧୫ ରୁ ୨୦ ମିନଟ କିମ୍ୱା ୩୦ ରୁ ୧ ଘଣ୍ଟା କରିବା ପାଇଁ ଯୋଜନା କରନ୍ତୁ।



ଏହା ସହ ଆପଣ ଏହି କ୍ରିୟା କରିବା ସମୟରେ ୧ ରୁ ୫୦୦ ଯାଏ ଗଣନ୍ତୁ।ଗଣିବା ସମୟରେ ୧ ରୁ ୨୫ ଯାଏଁ ଗଣିସାରିବା ପରେ କିଛି ସମୟ ସମୟ ପାଇଁ ରହିଯିବେ।ପୁଣି ଆରମ୍ଭ କରିବେ।ଏହି ପରି ଭାବେ ଆପଣ ଅନେକ ସମୟ ଧରି ଏହି କ୍ରିୟା କରିପାରିବେ।ଏହା ଅତ୍ୟନ୍ତ ସରଳ ଉପାୟ।ଆପଣ ସମସ୍ତେ ଏହା କାର୍ଯ୍ୟକାରୀ କରନ୍ତୁ।ଫଳରେ ଆପଣଙ୍କ ସେକ୍ସୁଆଲ୍ ରିଲେସନସିପ ମଧ୍ୟ ଭଲ ରହିବ।ଆପଣମଧ୍ୟ ଅତ୍ୟନ୍ତ ଆନନ୍ଦର ସହ ସମୟ ଅତିବାହିତ କରିବେ।


ଆମେ ଆପଣଙ୍କ ପାଖକୁ ଏମିତି ନୂଆ ନୂଆ ବିଷୟ ବସ୍ତୁ ନେଇକି ଆସୁ। ଆମ ସହିତ ଯୋଡି ହେଇ ରୁହନ୍ତୁ ଏବଂ ଆମର ଆର୍ଟିକିଲ ଭଲ ଲାଗିଲେ ଲାଇକ ଏବଂ ସେୟାର କରିବା ପାଇଁ ଜମା ବି ଭୁଲିବେ ନାହିଁ। ନିଜର ମୂଲ୍ୟବାନ ସମୟ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ।