Friday 29 January 2021

ଏହି ବୟସ ରେ ମହିଳା ମାନେ ଅଧିକ ରୋମାଣ୍ଟିକ ହୋଇଥାନ୍ତି !

 


ଏକ କୋଠରୀ ବିନା ବୈବାହିକ ଜୀବନ ଅଧା ଅଟେ ଏବଂ ବିବାହ ଜୀବ ର କିଛି ମାନେ ନଥାଏ ଏକ କୋଠରୀ ବିନା । ଏକ ନିର୍ଦିଷ୍ଟ ସମୟ ଅତିବାହିତ ହେଲା ପରେ ଜୀବନ ଶୈଳିରେ କିଛି ଟା ପରିବର୍ତନ ଘଟିଥାଏ , ଯାହାକି ମହିଳା ମାନଙ୍କ ପାଖରେ ଅଧିକ ପରିମାଣ ରେ ଦେଖା ଯାଏ । ବୟସ ର ପରବର୍ତ୍ତୀ ରେ ପହଞ୍ଚିଲା ପରେ ମହିଳା ମାନଙ୍କର ପସନ୍ଦ,ରୂପ ,ହାବଭାବ ବଦଳି ଥିବାର ଦେଖା ଦେଇଥାଏ । ଏମିତି ରେ ମହିଳା ରୋମାଣ୍ଚିକ ବାବଦରେ ଲାଜ କୁଳା ହୋଇଥାନ୍ତି । ଏଥି ପାଇଁ ସେମାନେ ରୋମାଣ୍ଚିକ ବିଷୟ ରେ ଖୋଲା ଖୋଲି ଭାବରେ କଥା କହି ନଥାନ୍ତି କିନ୍ତୁ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛି କି କେଉଁ ବୟସ ରେ ମହିଳା ମାନେ ଅଧିକ ରୋମାଣ୍ଟିକ ହୋଇଥାନ୍ତି ।



ଏମିତି ରେ ମହିଳା ମାନେ ଟ୍ରିପୁଲ ବିଷୟ ରେ ଖୋଲା ଖୋଲି ଭାବେ କଥା କହି ନଥାନ୍ତି । ଏଥି ପାଇଁ ଜାଣିବା କଷ୍ଟ କର ହୋଇ ପଡିଥାଏ କି କେବେ ସେମାନେ କେବେ ରୋମାଣ୍ଟିକ ଅନୁଭବ କରିଥାଆନ୍ତି । ପରନ୍ତୁ ଏକ ଗ୍ରନ୍ଥ ଅନୁସାରେ ଜଣା ଯାଉଛି କି ମହିଳା ମାନଙ୍କର 30 ରୁ 35 ବୟସ ମଧ୍ୟ ରେ ସେମାନେ ଅଧିକ ରୋମାଣ୍ଟିକ୍ ହୋଇଥାନ୍ତି । ମହିଳା ମାନେ 30 ରୁ 35 ବୟସ ରେ ସେମାନେ ସମ୍ବନ୍ଧ ରଖିବାକୁ ଅଧିକ ପସନ୍ଦ କରିଥାନ୍ତି । 20 ରୁ 25 ବୟସ ମଧ୍ୟ ରେ ଝିଅ ପିଲା ମାନେ ଅଧିକ ସୁନ୍ଦର ହୋଇଥାଆନ୍ତି ତେଣୁ ସେମାନେ ତାଙ୍କର ସୁନ୍ଦରତା କୁ ନେଇ ଅଧିକ ଦେଖେଇ ହୋଇଥାନ୍ତି ।



ଏଥି ପାଇଁ ସେମାନେ ନିଜକୁ ଅଧିକ ସୁନ୍ଦର ଦେଖେଇବା ପାଇଁ ତାଙ୍କର ସୁନ୍ଦରତା ପ୍ରତି ଅଧିକ ଧ୍ୟ୍ୟାନ ଦେଇଥାନ୍ତି କିନ୍ତୁ 27 ବର୍ଷ ବୟସ ପରେ ସେମାନେ ବିବାହ କରି ତାଙ୍କର ଲାଇଫ ସେଟେଲ୍ କରିବାକୁ ଚାହାଁନ୍ତି ।ଏହି ବୟସ ରେ ସେମାନେ ତାଙ୍କ ପାଇଁ ଉପଯୁକ୍ତ ଏବଂ ହେମ୍ଡସମ୍ ଲାିଫ ପାର୍ଟନର ତାଙ୍କର କଂଗନା କରିବାକୁ ଚାହାଁନ୍ତି । ଏହି ବୟସ ରେ ମହିଳା ମାନେ ବିବାହ କରିବା କୁ ବାଇଲୋଜିକାଲି ଇଚ୍ଛା ପ୍ରକାଶ କରିଥାନ୍ତି ଏବଂ ଇମୋସନାଲି ସବୁବେଳେ ସେମାନେ ଭଲ ରେ ରୁହନ୍ତି ।