Friday 22 January 2021

ଏହି ଗଛର ଚେର ନିଜ ପାଖରେ ରଖିବା ଦ୍ୱାରା ଭିକାରିବି ହୋଇଯାଏ ରାଜା ! You are KING



ବନ୍ଧୁଗଣ ବହୁତ ଲୋକ ଆର୍ଥିକ ସମସ୍ୟା ପାଇଁ ବହୁତ ଚିନ୍ତାରେ ରୁହନ୍ତି ଅବା ରୋଗ ପାଇଁବି ଚିନ୍ତାରେ ରୁହନ୍ତି । କିଛି ଲୋକ ଅର୍ଥ ତ ଉପାର୍ଜନ କରନ୍ତି କିନ୍ତୁ ତାଙ୍କ ଘରେ ଉନ୍ନତିହୋଇପାରେ ନାହିଁ । ଯେତେବେ ଆପଣ ଉପାର୍ଜନ କରନ୍ତୁନା କାହିଁକି ତାହା ଫାଲତୁ ଖର୍ଚ୍ଚରେ ଚାଲିଯାଏ । କେତେ ଥର ବେପାର ଏତେ ମାନ୍ଦା ଚାଲେଯେ କିଛିବି ଉପାର୍ଜନହୋଇପାରେ ନାହିଁ । ଏମିତିରେ ବ୍ୟକ୍ତି ବହୁତ ଅଧିକ ଚିନ୍ତାଗ୍ରସ୍ତ ହୋଇଯାଏ । କିନ୍ତୁ ବନ୍ଧୁଗଣ ଆମ ଶାସ୍ତ୍ର ଦ୍ୱାରା କିଛି ଏମିତି କଥା କୁହାଯାଇଅଛି ବା ଏମିତି ଜିନିଷ ବିଷୟରେକୁହାଯାଇଅଛି ଯଦି ଆମେ ତାକୁ ପାଖରେ ରଖିବା ତେବେ ଏହା ଆମ ଭାଗ୍ୟ ବହୁତ ପ୍ରବଳ କରିଦିଏ ।

ଆଉ ଯଦି ଆପଣଙ୍କ ଭାଗ୍ୟ ଭଲ ହେବ ତେବେ ଆପଣ ସଫଳତା ନିଶ୍ଚିନ୍ତ ପାଇବେ । ଆଜି ମୁଁ ଆପଣଙ୍କୁ  ସେହି ଉପାୟଟି ବିଷୟରେ ଆଲୋଚନା କରିବି । ଯଦି ଆପଣଙ୍କ ମନ ଭିତରେ କିଛିବି ପ୍ରଶ୍ନ ନରଖି ଏହି ଉପାୟଟି କରିବେ ତେବେ ଆପଣ ନିହାତି ସଫଳ ହେବେ । ତେବେ ଚାଲନ୍ତୁ ଆଜିର ଉପାୟଟିକୁ ଆଲୋଚନା କରିବା । ଏହି ଉପାୟ ଦ୍ୱାରା ଆପଣଙ୍କୁ ଆଶ୍ଚର୍ଯ୍ୟଜନକ ଲାଭ ଦେଖିବାକୁ ମିଳିବ । ଏହି ଉପାୟକୁ କେବଳ ଗୁରୁବାର ଦିନହିଁ କରିବାକୁ ହେବ ।



ବନ୍ଧୁଗଣ ଗୁରୁବାରଦିନ ସର୍ବପ୍ରଥମେ ଆପଣ ଗାଧୋଇ ହଳଦିଆ ବସ୍ତ୍ର ପିନ୍ଧନ୍ତୁ । ଅର୍ଥାତ ଆପଣ କୌଣସିବି ହଳଦିଆ ବସ୍ତ୍ର ପିନ୍ଧି ନିଅନ୍ତୁ । ଯଦି ଆପଣଙ୍କ ପାଖରେ ହଳଦିଆ ବସ୍ତ୍ର ନାହିଁ ତେବେ ଆପଣ କୌଣସିବି ହଳଦିଆ ରଙ୍ଗର ରୁମାଲ ଅବା ଟାୱାଲର ବ୍ୟବହାର କରିପାରିବେ । ହଳଦୀଆ ବସ୍ତ୍ର ପିନ୍ଧି ଆପଣଙ୍କୁ କଦଳୀ ଗଛ ମୂଳକୁ ଯିବାକୁ ହେବ । ଏହି କଥାର ବିଶେଷ ଧ୍ୟାନ ରଖିବେ ଯେମିତି ଏହି କାର୍ଯ୍ୟ କରିଲାବେଳେ ଆପଣଙ୍କୁ କେହି ଯେମିତି ନପଚାରେ ଆପଣ କ’ଣ କରୁଅଛନ୍ତି । ଯଦି କଦଳୀ ଗଛ ଆଉ କାହା ବାଡ଼ିରେ ଅଛି ତେବେ ତାଙ୍କୁ ଆପଣ ଅଗରୁହିଁ ଏହି କାର୍ଯ୍ୟ ବିଷୟରେ କହି ଦିଅନ୍ତୁ ।



କାରଣ ଏହି କାର୍ଯ୍ୟ କରିଲାବେଳେ ଯେମିତି ଆପଣଙ୍କୁ କେହି ନଦେଖେ ଅବା ନପଚାରେ । ପୁରା ଚୁପଚାପ ଗୁରୁବାର ଦିନଆପଣଙ୍କୁ ଏହି କାର୍ଯ୍ୟ କରିବାର ଅଛି । ସେହି କଦଳୀ ଗଛରୁ ଆପଣଙ୍କୁ ତାହାର ଚେର ଟିକେ ଆଣିବାର ଅଛି । ଯଦି ଆପଣଙ୍କୁ ଅଳ୍ପବି ମିଳିଯିବ ତେବେବି ଆପଣଙ୍କ କାମ ହେଇଯିବ । ତାପରେ ସେହି ଚେରକୁ ଚୁପଚାପ ଆଣି ଗଙ୍ଗାଜଳରେ ଧୋଇନିଅନ୍ତୁ ଏବଂ ହଳଦୀଆ ସୂତାରେ ବାନ୍ଧି ଅପଣଙ୍କ ଧନ ରଖିବା ସ୍ଥାନରେ ଅବା ଆପଣଙ୍କ ପର୍ସରେ ସବୁଦିନ ପାଇଁ ରଖନ୍ତୁ । ଏହା ଦ୍ୱାରା ଆପଣ ଦେଖିବେ ଆପଣଙ୍କର ଧନପ୍ରାପ୍ତିର ମାର୍ଗ ଶୀଘ୍ରହିଁ ଖୁଲିଯିବ ଏବଂ ଆପଣଙ୍କ ଜୀବନ ସୁଖ ସମୃଦ୍ଧି ଏବଂ ସଫଳତାରେ ଭରିଯିବ । 


ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।